ଯାଦୁକର ଜାକ୍‌

Advertisment
ଯାଦୁକର ଜାକ୍‌

YouTube

ଲସ୍‌ ଏଞ୍ଜେଲ୍‌ସରେ ବାସକରୁଥିବା ଜାକ୍‌ କିଙ୍ଗ୍‌, ପେସାରେ ଜଣେ ଫଟୋଗ୍ରାଫର‌୍‌। ସେ ଛୋଟ ଫିଲ୍ମ ମଧ୍ୟ ତିଆରିକରନ୍ତି। ସାତ ବର୍ଷ ବୟସରୁ ସେ ଫିଲ୍ମ ତିଆରି କରିଆସିଲେଣି। ସେ ମୋସନ୍‌ ଫଟୋଗ୍ରାଫିରେ ଡିଗ୍ରିଧାରୀ ଏବଂ ତାଲିମପ୍ରାପ୍ତ। ଅବସର ସମୟରେ ସେ ଇଣ୍ଟର‌୍‌ନେଟ୍‌ରେ ଭେଳକି ବା ଯାଦୁ ଦେଖାଇବାକୁ ଭଲପାଆନ୍ତି। ଜାକ୍‌ଙ୍କୁ ଦେଖନ୍ତୁ ଏହି ଫଟୋରେ। ସେ କ˚ପ୍ୟୁଟର‌୍‌ରେ ଏକ ସଫ୍‌ଟ‍େଵର‌୍‌ ଦ୍ବାରା ନିଜକୁ ଏ ପରି କରିବାରେ ସଫଳ ହୋଇଛନ୍ତି। ଏ ଭଳି ଅବତାରରେ ସେ ଏକ ଛଅ ସେକେଣ୍ତ୍‌ର ଭିଡିଓ ମଧ୍ୟ ବନାଇଥିବା ଜଣାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe