ସିନେମା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସୋ’ ରୁମ ଉଦଘାଟନ କଲେ ମୋନାଲିସା

Advertisment

ମୋନାଲିସା କେରଳର କୋଝିକୋଡରେ ନୂତନ ଚେମ୍ମନୁର ସୋ’ ରୁମ ଉଦଘାଟନ କରିଥିବା ଖବର ମିଳିଛି।  ସୋ’ ରୁମ୍ ମାଲିକ ବବି ଚେମ୍ମନୁରଙ୍କ ସହ ମୋନାଲିସା‌ଙ୍କ ଉଦଘାଟନ ସମୟର ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। 

ମୋନାଲିସା କେରଳର କୋଝିକୋଡରେ ନୂତନ ଚେମ୍ମନୁର ସୋ’ ରୁମ ଉଦଘାଟନ କରିଥିବା ଖବର ମିଳିଛି।  ସୋ’ ରୁମ୍ ମାଲିକ ବବି ଚେମ୍ମନୁରଙ୍କ ସହ ମୋନାଲିସା‌ଙ୍କ ଉଦଘାଟନ ସମୟର ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। 

asfdas

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସେନସେସନ ପାଲଟିଥିବା ମୋନାଲିସା ଭୋଁସଲେଙ୍କ ଭାଗ୍ୟ ଖୋଲିଯାଇଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି। 

ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାକୁ ମାଳା ବିକ୍ରି କରିବାକୁ ଆସିଥିବା  ମୋନାଲିସାଙ୍କ ତାଙ୍କ ଆଖି ଓ ସୌନ୍ଦର୍ଯ୍ୟ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଲୋକେ ତାଙ୍କ ସହିତ ଫଟୋ ଓ ଭିଡିଓ କରିବା ପାଇଁ ଭିଡ଼ ଜମାଇଥିଲେ। 

ଏହି କାରଣରୁ ମୋନାଲିସାଡ ଓ ତାଙ୍କ ପରିବାର ଅନେକ ଅସୁବିଧାର ବି ସମ୍ମୁଖୀନ ହୋଇଥଲେ। ତେଣୁ ବାଧ୍ୟ ହୋଇ ମୋନାଲିସା ତାଙ୍କ ଗାଁକୁ ଫେରି ଯାଇଥିଲେ। ନିକଟରେ ସେ ଗାଁରୁ ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ତାଙ୍କୁ ସିନେମା ପାଇଁ ଅଫର କରାଯାଇଛି। ସିନେମାରେ ଅଭିନୟ ପୂର୍ବରୁ ମୋନାଲିସା ମୁମ୍ବାଇ କୋଲକାତାରେ ପ୍ରଶିକ୍ଷଣ ନେଉଛନ୍ତି। 

ଏହି କ୍ରମରେ ମୋନାଲିସା କେରଳର କୋଝିକୋଡରେ ନୂତନ ଚେମ୍ମନୁର ସୋ’ ରୁମ ଉଦଘାଟନ କରିଥିବା ଖବର ମିଳିଛି।  ସୋ’ ରୁମ୍ ମାଲିକ ବବି ଚେମ୍ମନୁରଙ୍କ ସହ ମୋନାଲିସା‌ଙ୍କ ଉଦଘାଟନ ସମୟର ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। 

ମୋନାଲିସାଙ୍କ ବଲିଉଡରେ ପ୍ରବେଶ ନିଶ୍ଚିତ ହୋଇଯାଇଛି। ପ୍ରସିଦ୍ଧ ନିର୍ଦ୍ଦେଶକ ମନୋଜ ମିଶ୍ର ତାଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର "ଦି ଡାଏରୀ ଅଫ୍ ମଣିପୁର"ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe