Advertisment

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ନେଇ ସୋସିଆଲ ମିଡିଆରେ ଭାଇରାଲ ମେମ୍‌

Advertisment

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ନେଇ ସୋସିଆଲ ମିଡିଆରେ ବିଭିନ୍ନ ମେମ୍ ଭାଇରାଲ ହେଉଛି। କେତେକ ମେମ୍‌ରେ ଏମଭିଏ ନେତା ଉଦ୍ଧବ ଠାକରେଙ୍କୁ ବିଦାୟ ଦିଆଯାଉଥିବା ବେଳେ କେତେକ ମେମ୍‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶିଶୁ କାହାଣୀକାର ଅବିନାଶ ଆରୋରା ଭାବରେ ଦେଖିବାକୁ ମିଳୁଛନ୍ତି...

4amnnzxap

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ନେଇ ସୋସିଆଲ ମିଡିଆରେ ମେମ୍‌ ଭାଇରାଲ ହେଉଛି। କେତେକ ମେମ୍‌ରେ ଏମଭିଏ ନେତା ଉଦ୍ଧବ ଠାକରେଙ୍କୁ ବିଦାୟ ଦିଆଯାଉଥିବା ବେଳେ କେତେକ ସ୍ଥାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶିଶୁ କାହାଣୀକାର ଅବିନାଶ ଆରୋରା ଭାବରେ ବିଦାୟ ନେଉଛନ୍ତି।

ଅଧିକ ପଢ଼ନ୍ତୁ: କୁର୍ସ୍କରେ ୟୁକ୍ରେନକୁ ବଡ଼ ଝଟକା: ରୁଷିଆ ଅଧିକୃତ ଅଞ୍ଚଳର ୪୦ ପ୍ରତିଶତ ଦଖଲ କଲା

୨-ରାହୁଲ ଗାନ୍ଧୀ ଏବଂ ଯଶ ରାଠି ଟ୍ରାକ୍ଟରରେ ବିଦାୟ ନେଉଛନ୍ତି 

୩-ସଞ୍ଜୟ ରାଉତଙ୍କ ଉପରେ ମେମ୍

sssaa

୪- ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଭାବ ଜାରି ରହିଛି

୫- ରାହୁଲ ଗାନ୍ଧୀ ଆଲୋଡ଼ନ ସୃଷ୍ଟି କରିଥିଲେ

ଅଧିକ ପଢ଼ନ୍ତୁ: 'କୁଲି ନମ୍ବର ୱାନ' ଭିଡିଓ ଭାଇରାଲ: ଝରକା ବାଟେ ଯାତ୍ରୀଙ୍କୁ ଟ୍ରେନରେ ବସାଇଛନ୍ତି

ବିଭିନ୍ନ ୟୁଜର ଏସବୁ ମେମ୍‌କୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି। କେହିକେହି ବିଜେପି ସପକ୍ଷରେ ମନ୍ତବ୍ୟ ଦେଇଥିବାବେଳେ ଅନ୍ୟ କେତେକ ୟୁଜର କଂଗ୍ରେସ ସପକ୍ଷରେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe