ସମ୍ପୂର୍ଣ୍ଣ ଶରୀରରେ ଟାଟୁ ଆଙ୍କିବା ପାଇଁ ଗୁପ୍ତାଙ୍ଗ କାଟି ଦେଲେ ଏହି ଯୁବକ

Advertisment
ସମ୍ପୂର୍ଣ୍ଣ ଶରୀରରେ ଟାଟୁ ଆଙ୍କିବା ପାଇଁ ଗୁପ୍ତାଙ୍ଗ କାଟି ଦେଲେ ଏହି ଯୁବକ

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ପ୍ରସନ୍ଦ ରହିଥାଏ। ତେବେ ସମୟସମୟରେ ଲୋକଙ୍କ ଅଦ୍ଭୁତ ନିଶା ଦେଖିଲେ ଆଶ୍ଚର୍ଯ୍ୟ ବି ଲାଗିଥାଏ। କାଲିନିନଗ୍ରାଦରେ ବସବାସ କରୁଥିବା ୩୨ବର୍ଷର ଆଦମ୍‌ କର୍ଲିକେଲ ନାମକ ବ୍ୟକ୍ତି ଏଭଳି ଏକ କରାନାମ କରିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କର୍ଲି ତାଙ୍କ ଶରୀର ୯୦ପ୍ରତିଶତ ଅଂଶକୁ କଳା ରଙ୍ଗର ସ୍ୱାହିରେ ଢ଼ଙ୍କି ଦେଇଛନ୍ତି। ତେବେ ସେ ଏପରି କାହିଁକି କରିଛନ୍ତି ଆସନ୍ତୁ ଜାଣିବା...

କର୍ଲିକେଲଙ୍କ କହିବାନୁସାରେ, ସମ୍ପୂର୍ଣ୍ଣ ଶରୀରକୁ କଳା ସ୍ୱାହିରେ ଟାଟୁ ଆଙ୍କିଥିଲି। ହେଲେ ଗୁପ୍ତାଙ୍ଗ ହେତୁ ଏହି ସୌନ୍ଦର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ତେଣୁ ଗୁପ୍ତାଙ୍ଗକୁ ଅସ୍ତ୍ରୋପଚାର କରି କାଟିବା ପାଇଁ ନିଷ୍ପତ୍ତି ନେଇଥିଲି।

କର୍ଲିକେଲ ସୋସିଆଲ ମିଡିଆରେ ଗୁପ୍ତାଙ୍ଗ କାଟା ଯିବାର ପରର କେତେଟି ଫଟୋ ସେୟାର କରିଛନ୍ତି। କର୍ଲିକେଲ ୨୦୧୭ରେ ଆସିଥିବା ଛୋଟପରଦାର ସୋ’ ସେକେଣ୍ଡ ଫେସ୍‌’ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଥିଲେ। ପୋଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, କର୍କଟରୁ ମୁକ୍ତି ପାଇବା ପରେ ସମ୍ପୂର୍ଣ୍ଣ ଶୀରର ହଳଦିଆ ରଙ୍ଗ ହୋଇଯାଇଥିଲା। ଯାହା ତାଙ୍କୁ ଆଦୌ ଭଲ ଲାଗୁ ନଥିଲା। ସେଥିପାଇଁ ସେ କଳା ସ୍ୱାହିରେ ଟାଟୁ ଆଙ୍କି ସମ୍ପୂର୍ଣ୍ଣ ଶରୀରକୁ କଳା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

My new JEEP. ? #nullo #nullyfication #new #car #adamcurlykale

A post shared by Adam (Oreo) Curlykale (@adam.curlykale) on

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe