ଭାରତର ସାର୍ବଭୌମତ୍ବ ଓ ସୀମାକୁ ସୁରକ୍ଷା ଦେବାରେ ସଶସ୍ତ୍ର ବାହିନୀଗୁଡ଼ିକର ସାହସିକତା ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ପ୍ରତି ବର୍ଷ ମାର୍ଚ୍ଚ ୩ରେ ଜାତୀୟ ପ୍ରତିରକ୍ଷା ଦିବସ ପାଳନ କରାଯାଏ। ୧୯୩୩ ମସିହାରେ ପ୍ରଥମ ଥର ଏହି ଦିବସ ପାଳନ କରାଯାଇଥିଲା। ପ୍ରଥମ ବିଶ୍ବ ଯୁଦ୍ଧରେ ଲଢ଼େଇ କରିଥିବା ସୈନିକଙ୍କ ସମ୍ମାନରେ ତତ୍କାଳୀନ ଭାଇସ୍ରୟ ଲର୍ଡ ଇରଵିନ୍ ଏହାର ଆରମ୍ଭ କରିଥିଲେ।
India indies super 8: ସଂଖ୍ୟାରେ ଭାରତ-ଇଣ୍ଡିଜ୍ ସୁପର୍-୮ ମ୍ୟାଚ୍ ରେକର୍ଡ
କହିବା ବାହୁଲ୍ୟ ଯେ ବର୍ତ୍ତମାନର ଜଟିଳ ଭୂରାଜନୈତିକ ସ୍ଥିତିରେ ଆମ ଦେଶର ଭିନ୍ନ ସଶସ୍ତ୍ର ବାହିନୀ ଏବଂ ଜଳ, ସ୍ଥଳ ଓ ବାୟୁସେନାର ଗୁରୁତ୍ବ ସବୁଠାରୁ ଅଧିକ। ବିଭିନ୍ନ ଦେଶ ସହିତ ରହିଥିବା ସୀମାର ସୁରକ୍ଷାରେ ଭାରତୀୟ ସୈନିକମାନେ ଖୁବ୍ ପେସାଦାର ଓ ଉତ୍ସର୍ଗୀକୃତ ଢଙ୍ଗରେ କାମ କରୁଛନ୍ତି। ଯେକୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ଆମ ସେନାବାହିନୀକୁ କୃତଜ୍ଞତା ଜଣାଇବା ଜାତୀୟ ପ୍ରତିରକ୍ଷା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
Army Helicopter Crashes: ଆକାଶରୁ ପନିପରିବା ବଜାରରେ ଖସିଲା ସେନା ହେଲିକପ୍ଟର: ପାଇଲଟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/03/gjgddgjcbnbn-2026-03-03-01-33-37.jpg)