ଜାତୀୟ ମତଦାତା ଦିବସ ଆଜି

Advertisment
ଜାତୀୟ ମତଦାତା ଦିବସ ଆଜି

explainervideomakers.com

ଆଜି ଆମ ଦେଶର ‘ଜାତୀୟ ମତଦାତା ଦିବସ’ ବା ‘ନେସ୍‌ନାଲ୍‌ ଭୋଟର୍ସ‌୍‌ ଡେ’। ଅଧିକରୁ ଅଧିକ ଯୁବାଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗନେବାକୁ ଉତ୍ସାହିତ କରିବା ନିମନ୍ତେ ୨୦୧୧ରୁ ପ୍ରତି ବର୍ଷ ଜାନୁଆରି ୨୫ରେ ଏହି ଦିବସ ପାଳନ କରାଯାଉଛି। ଏଥି ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ୧୯୫୦ ଜାନୁଆରି ଏହି ଦିନରେ ନିର୍ବାଚନ ଆୟୋଗ ପ୍ରତିଷ୍ଠା ହୋଇଥିଲା। ପ୍ରତି ବର୍ଷ ଜାନୁଆରି ୨୫ରେ ନୂଆ ମତଦାତାଙ୍କୁ ଭୋଟର‌୍‌ ଆଇଡେନ୍‌ଟିଟି କାର୍ଡ‌୍‌ ପ୍ରଦାନ କରାଯାଉଛି। ଏଥି ପାଇଁ ଚିହ୍ନଟ ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହେଉଛି। ୧୯୮୮ ପର୍ଯ୍ୟନ୍ତ ମତଦାତାଙ୍କ ବୟସ ଏକୋଇଶ ବର୍ଷ ଥିଲା। ଏହି ବର୍ଷ ଏହାକୁ ଅଠରକୁ ଖସାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe