(Photo Credits: PTI)
ନୂଆଦିଲ୍ଳୀ: ରବିବାର ଇନ୍ଷ୍ଟାଗ୍ରାମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଷ୍ଟାଗ୍ରାମ୍ ଫଲୋର୍ସଙ୍କ ସଂଖ୍ୟା ୩୦ ମିଲିୟନ୍ ଟପିଯାଇଛି। ସେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବି ଏହି ଦୌଡ଼ରେ ପଛରେ ପକାଇ ଦେଇଛନ୍ତି ମୋଦୀ। ଓ୍ଵିଡୋଡୋଙ୍କ ଇନ୍ଷ୍ଟାରେ ଫଲୋର୍ସ ସଂଖ୍ୟା ୨୫.୬ ମିଲିୟନ୍ ଥିବା ବେଳେ ଓବାମାଙ୍କର ୨୪.୮ ମିଲିୟନ୍ ଫଲୋର୍ସ ଅଛନ୍ତି।
ବିଜେପିର ସୋସିଆଲ୍ ମିଡିଆ ମୁଖ୍ୟ ଅମିତ ମାଲଭିୟ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ ‘ଇନ୍ଷ୍ଟାଗ୍ରାମ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋର୍ସ ସଂଖ୍ୟା ୩୦ ମିଲିୟନ୍ ଟପିଯାଇଛି। ମୋଦୀ ଯୁବ ଗୋଷ୍ଟୀଙ୍କ ଭିତରେ ବେଶି ଲୋପ୍ରିୟ ହୋଇପାରିଛନ୍ତି। ସେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବି ପଛରେ ପକାଇ ଦେଇଛନ୍ତି।’
Follow Us