ଚଳିତବର୍ଷ ରାକ୍ଷୀକୁ ନେଇ ରହିଛି ଦ୍ବନ୍ଦ୍ବ; ଜାଣନ୍ତୁ କେଉଁ ତାରିଖରେ ବାନ୍ଧିବେ

Advertisment

ଆସୁଛି ଭାଇଭଉଣୀଙ୍କ ସ୍ନେହ ଓ ମମତାର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଚଳିତବର୍ଷ ରାକ୍ଷୀଙ୍କୁ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି। କେହି କେହି ଅଗଷ୍ଟ ୮ ତାରିଖରେ ରାକ୍ଷୀ ବାନ୍ଧିବାକୁ ଶୁଭ ଭାବୁଥିବା ବେଳେ କେହି କେହି ଅଗଷ୍ଟ ୯ ତାରିଖରେ ରାକ୍ଷୀ ବାନ୍ଧିବା ଉଚିତ ବୋଲି ଚିନ୍ତା କରୁଛନ୍ତି।

New Project (7)

ଶ୍ରାବଣ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା ବୈଦିକ ପର୍ବର ନାମ ‘ଶ୍ରାବଣୀ ଉପାକର୍ମ’ ଉତ୍ସବ। ଏହି ପର୍ବ ଋଷି ପରମ୍ପରାକ୍ରମେ ହଜାର ହଜାର ବର୍ଷ ଧରି ଭାରତବର୍ଷରେ ଅନୁଷ୍ଠିତ ହୋଇ ଆସୁଛି। 

ଏହି ଦିନ ନିଜ ଭାଇ ହାତରେ ଭଉଣୀମାନେ ରା‌କ୍ଷୀ ବାନ୍ଧି ସେମାନଙ୍କ ଲମ୍ବା ଆୟୂଷ କାମନା କରିଥାନ୍ତି। ତେବେ ଏବର୍ଷ ରକ୍ଷା ବନ୍ଧନକୁ ନେଇ ଖୁବ୍‌ ଦ୍ବନ୍ଦ୍ବ ରହିଛି। 

ଜ୍ୟୋତିଷ ଶାସ୍ତ୍ର ଅନୁସା‌ରେ, ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୮ ତାରିଖ ୦୨.୧୨ରୁ ନେଇ ୯ ତାରିଖ ୦୧.୨୪ ପର୍ଯ୍ୟନ୍ତ ରହିବ। ତେବେ ଏଥର ରକ୍ଷା ବନ୍ଧନ ୯ ତାରିଖ ଦିନ ମନାଯିବ। ଶ୍ରାବଣ ପୂର୍ଣ୍ଣିମା ତିଥିରେ ଏହି ବୈଦିକ ପର୍ବ ସହିତ ରକ୍ଷା ବନ୍ଧନ ମଧ୍ୟ ପାଳନ କରାଯାଏ। ଶ୍ରାବଣ ପୂର୍ଣ୍ଣିମା ତିଥି ସହିତ ହିଁ ରକ୍ଷା ବନ୍ଧନ ଶେଷ ହୋଇଯିବ। ତେବେ ରାକ୍ଷୀ ବାନ୍ଧିବା ପାଇଁ ଶୁଭ ଦିନ ହେଉଛି ଅଗଷ୍ଟ ୯ ତାରିଖ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe