ଏବର୍ଷ ରାଖିରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌...

Advertisment

ଆସୁଛି ଭାଇଭଉଣୀଙ୍କ ସ୍ନେହ ଓ ମମତାର ପବିତ୍ର ପର୍ବ ରାଖି ପୂର୍ଣ୍ଣିମା। ଚଳିତବର୍ଷ ରାଖିକୁ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି। କେହି କେହି ଅଗଷ୍ଟ ୮ ତାରିଖରେ ରାଖି ବାନ୍ଧିବାକୁ ଶୁଭ ଭାବୁଥିବା ବେଳେ କେହି କେହି ଅଗଷ୍ଟ ୯ ତାରିଖରେ ରାଖି ବାନ୍ଧିବା ଉଚିତ ବୋଲି ଚିନ୍ତା କରୁଛନ୍ତି।

New Project (24)

ତେବେ ଆମେ ଏଠାରେ ଜଣାଇ ଦେଉଛୁ ଯେ ରକ୍ଷା ବନ୍ଧନ ପାଇଁ ପୂରା ୭ ଘଣ୍ଟା ଶୁଭ ମୁହୂର୍ତ୍ତ ଅଛି। ତେବେ ଅଗଷ୍ଟ ୯ ତାରିଖରେ ହିଁ ରକ୍ଷା ବନ୍ଧନ ପାଳନ ହେବ। ଏହି ଦିନ ଭଉଣୀମାନେ ନିଜ ଭାଇ ହାତରେ ରାଖି ବାନ୍ଧିବେ।

ତେବେ ମନେ ରଖନ୍ତୁ ରାଖି ବାନ୍ଧିବା ବେଳେ ଯେପରି କିଛି ତ୍ରୁଟି ନରହିଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ରାକ୍ଷୀ ବାନ୍ଧିବା ସମୟରେ ଭାଇ ଯେପରି ଉତ୍ତର-ପଶ୍ଚିମ ଦିଗରେ ନବସନ୍ତି। ଏହି ଦିଗରେ ବସି ରଖି ବାନ୍ଧିବା ଅଶୁଭ ହୋଇପାରେ। ପୂର୍ବ ଏବଂ ଉତ୍ତର ଦିଗ ଆଡ଼େ ମୁହଁ କରି ରାଖି ବାନ୍ଧିବା ଅତ୍ୟନ୍ତ ଶୁଭ। 

କେବେ ବି ଛିଡ଼ି ଯାଇଥିବା ବା ନଷ୍ଟ ହୋଇ ଯାଇଥିବା ରାଖି ବାନ୍ଧନ୍ତୁ ନାହିଁ। ସ୍ବସ୍ତିକ ଚିହ୍ନ ଥିବା ରାଖି ଖୁବ୍‌ ଶୁଭ ବୋଲି ବିବେଚନା କରାଯାଏ। ପାରୁଛନ୍ତି ଯଦି ନିଜ ଭାଇଙ୍କ ହାତରେ ଏକ ଶୁଭ ଚିହ୍ନ ଥିବା ରାଖି ବାନ୍ଧନ୍ତୁ।

ସେହିପରି ଭାଇମାନେ ବି ଭଉଣୀମାନଙ୍କୁ ଉପହାର ଦେବା ବେଳେ ସଚେତନ ରୁହନ୍ତୁ। କଳା ରଂଗର କୌଣସି ସାମଗ୍ରୀ, ରୁମାଲ କିମ୍ବା ଅତର ଉପହାରରେ ଦିଅନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe