ରାବଣକୁ କିଏ ମାରିଲା ପ୍ରଶ୍ନର ଏଭଳି ଉତ୍ତର ଦେଲା ଶିଶୁ

Advertisment

ରାବଣକୁ କିଏ ମାରିଲା ପ୍ରଶ୍ନର ଉତ୍ତର ଦେଇ ଶିଶୁ କହିଲା, ‘‘ମା କସମ ସାର ଜି। ମୁଁ ପାଣି ପିଇବାକୁ ଯାଇଥିଲା। ପାଖରେ ବସିଥିବା ଏହି ପିଲାଟି ମାରିଛି। ’ ଶିଶୁର ଭିଡିଓ ଦିନକୁ ଦିନ ହେଉଛି ଭାଇରାଲ।

Updated On

ରାବଣକୁ କିଏ ମାରିଲା ପ୍ରଶ୍ନର ଉତ୍ତର ଦେଇ ଶିଶୁ କହିଲା, ‘‘ମା କସମ ସାର ଜି। ମୁଁ ପାଣି ପିଇବାକୁ ଯାଇଥିଲା। ପାଖରେ ବସିଥିବା ଏହି ପିଲାଟି ମାରିଛି। ’ ଶିଶୁର ଭିଡିଓ ଦିନକୁ ଦିନ ହେଉଛି ଭାଇରାଲ।

ଅଦ୍ୟତନ ହୋଇଛି
ିଡ଼


ନୂଆଦିଲ୍ଲୀ: ପ୍ରତ୍ୟେକ ଶିଶୁଙ୍କ ଶରୀରରେ ଭଗବାନ ବାସ କରିଥାଆନ୍ତି ବୋଲି ବିବେଚନା କରାଯାଏ। ଶିଶୁମାନଙ୍କ କଥା କହିବାଠୁ ଆରମ୍ଭ କରି ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟକଳାପକୁ ଦେଖିବାକୁ ଭଲ ଲାଗିଥାଏ।

ଏହି କ୍ରମରେ  ଶିଶୁମାନଙ୍କ ଅନେକ ମଜାଳିକା କଥା ଓ କାମର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥାଏ। ନିକଟରେ ଏପରି ଜଣେ ଶିଶୁର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଶିକ୍ଷକ ଜଣକ ଶିଶୁକୁ ରାବଣକୁ କିଏ ମାରିଥିଲା ବୋଲି ପ୍ରଶ୍ନ କରୁଛନ୍ତି। 

ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ଶିଶୁ ଜଣକ କହୁଛି, ‘ମା କସମ ସାର ଜି। ମୁଁ ପାଣି ପିଇବାକୁ ଯାଇଥିଲା। ପାଖରେ ବସିଥିବା ଏହି ପିଲାଟି ମାରିଛି। ’ ଶିଶୁର ଏଭଳି ଉତ୍ତରକୁ ସାର ଫୋନରେ କୈଦ କରି ଦେଇଥିଲେ। ଯାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଯାଇଛି।

ଲୋକେ ଭିଡିଓରେ ଶିଶୁର ରାବଣକୁ କିଏ ମାରିଥିବା ପ୍ରଶ୍ନର ଉତ୍ତର ଶୁଣିବା ପରେ ହସିହସି ବେଦମ ହୋଇଯାଇଛନ୍ତି। ଏଥିସହିତ ଏହି ଭିଡିଓରେ ନିଜନିଜର ପ୍ରତିକ୍ରିୟା ଦେବା ସହିତ ନିଜ ଆକାଉଣ୍ଟରେ ସେୟାର ବି କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe