ନବରାତ୍ରରେ ପାଠ କରନ୍ତୁ ଶ୍ରୀ ଦୁର୍ଗା ଆପଦୁଦ୍ଧାରକ ସ୍ତୋତ୍ରମ୍

ଶାରଦୀୟ ନବରାତ୍ରରେ ମାତା ଦୁର୍ଗାଙ୍କ କୃପାଲାଭ ପାଇଁ ଶ୍ରୀ ଦୁର୍ଗା ଆପଦୁଦ୍ଧାରକ ସ୍ତୋତ୍ରମ୍ ପାଠ କରିବା ଦ୍ବାରା ବହୁବିଧ ସମସ୍ୟା ଦୂର ହୋଇ ଜୀବନର ମାର୍ଗ ପ୍ରଶସ୍ତ ହୋଇଥାଏ। ତେବେ ଏହା ପାଠ କରିବା ପୂର୍ବରୁ ଗୁରୁଙ୍କ ଅନୁମତି ନେବା ଜରୁରୀ। ଗୁରୁଙ୍କ ଅନୁମତି ନେଇ ଏହା ପାଠ କଲେ ବିଶେଷ ସୁଫଳ ମିଳିଥାଏ...

Recite Shri Durga Apaduddaraka Stotram during Navratri

Recite Shri Durga Apaduddaraka Stotram during Navratri

ଶାରଦୀୟ ନବରାତ୍ରରେ ମାତା ଦୁର୍ଗାଙ୍କ କୃପାଲାଭ ପାଇଁ ଶ୍ରୀ ଦୁର୍ଗା ଆପଦୁଦ୍ଧାରକ ସ୍ତୋତ୍ରମ୍ ପାଠ କରିବା ଦ୍ବାରା ବହୁବିଧ ସମସ୍ୟା ଦୂର ହୋଇ ଜୀବନର ମାର୍ଗ ପ୍ରଶସ୍ତ ହୋଇଥାଏ। ତେବେ ଏହା ପାଠ କରିବା ପୂର୍ବରୁ ଗୁରୁଙ୍କ ଅନୁମତି ନେବା ଜରୁରୀ। ଗୁରୁ ଶିଷ୍ୟଙ୍କୁ ସାଧନା ପଥରେ ସୃଷ୍ଟି ହେଉଥିବା ବିଭିନ୍ନ ବାଧାରୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଶ୍ରଦ୍ଧାଳୁମାନେ ଗୁରୁଙ୍କ ଅନୁମତି ନେଇ ଏହା ପାଠ କଲେ ବିଶେଷ ସୁଫଳ ମିଳିଥାଏ।

ଶ୍ରୀ ଦୁର୍ଗା ଆପଦୁଦ୍ଧାରକ ସ୍ତୋତ୍ରମ୍

ନମସ୍ତେ ଶରଣ୍ୟେ ଶିବେ ସାନୁକଂପେ
ନମସ୍ତେ ଜଗଦ୍ଵ୍ୟାପିକେ ବିଶ୍ଵରୂପେ ।
ନମସ୍ତେ ଜଗଦ୍ଵଂଦ୍ୟପାଦାରବିନ୍ଦେ
ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗେ ॥ ୧ ॥

ନମସ୍ତେ ଜଗଚ୍ଚିଂତ୍ୟମାନସ୍ଵରୂପେ
ନମସ୍ତେ ମହାୟୋଗିଵିଜ୍ଞାନରୂପେ ।
ନମସ୍ତେ ନମସ୍ତେ ସଦାନଂଦରୂପେ
ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗେ ॥ ୨ ॥

ଅନାଥସ୍ୟ ଦୀନସ୍ୟ ତୃଷ୍ଣାତୁରସ୍ୟ
ଭୟାର୍ତସ୍ୟ ଭୀତସ୍ୟ ବଦ୍ଧସ୍ୟ ଜଂତୋଃ ।
ତ୍ଵମେକା ଗତିର୍ଦେଵି ନିସ୍ତାରକର୍ତ୍ରୀ
ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗେ ॥ ୩ ॥

ଅରଣ୍ୟେ ରଣେ ଦାରୁଣେ ଶତ୍ରୁମଧ୍ୟେ-
ଽନଲେ ସାଗରେ ପ୍ରାଂତରେ ରାଜଗେହେ ।
ତ୍ଵମେକା ଗତିର୍ଦେଵି ନିସ୍ତାରନୌକା
ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗେ ॥ ୪ ॥

ଅପାରେ ମହାଦୁସ୍ତରେଽତ୍ୟଂତଘୋରେ
ବିପତ୍ସାଗରେ ମଜ୍ଜତାଂ ଦେହଭାଜାମ୍ ।
ତ୍ଵମେକା ଗତିର୍ଦେବୀ ନିସ୍ତାରହେତୁ-
ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗେ ॥ ୫ ॥

ନମଶ୍ଚଂଡିକେ ଚଂଡଦୁର୍ଦଂଡଲୀଲା-
ସମୁତ୍‌ଖଂଡିତା ଖଂଡିତାଽଶେଷଶତ୍ରୋଃ ।
ତ୍ଵମେକା ଗତିର୍ଦେବୀ ନିସ୍ତାରବୀଜଂ
ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗେ ॥ ୬ ॥

ତ୍ଵମେକା ସଦାରାଧିତା ସତ୍ୟବାଦି-
ନ୍ୟନେକାଖିଲା କ୍ରୋଧନା କ୍ରୋଧନିଷ୍ଠା ।
ଇଡା ପିଙ୍ଗଳା ତ୍ଵଂ ସୁଷୁମ୍ନା ଚ ନାଡୀ
ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗେ ॥ ୭ ॥

ନମୋ ଦେଵୀ ଦୁର୍ଗେ ଶିବେ ଭୀମନାଦେ
ସଦାସର୍ବସିଦ୍ଧିପ୍ରଦାତୃସ୍ଵରୂପେ ।
ବିଭୂତିଃ ଶଚୀ କାଳରାତ୍ରିଃ ସତୀ ତ୍ଵଂ
ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗେ ॥ ୮ ॥

ଶରଣମସି ସୁରାଣାଂ ସିଦ୍ଧବିଦ୍ୟାଧରାଣାଂ
ମୁନିମନୁଜପଶୁନାଂ ଦସ୍ୟୁଭିସ୍ତ୍ରାସିତାନାଂ
ନୃପତିଗୃହଗତାନାଂ ଵ୍ୟାଧିଭିଃ ପୀଡିତାନାମ୍ ।
ତ୍ଵମସି ଶରଣମେକା ଦେବୀ ଦୁର୍ଗେ ପ୍ରସୀଦ ॥ ୯ ॥

ଇଦଂ ସ୍ତୋତ୍ରଂ ମୟା ପ୍ରୋକ୍ତମାପଦୁଦ୍ଧାରହେତୁକମ୍ ।
ତ୍ରିସନ୍ଧ୍ୟମେକସନ୍ଧ୍ୟ ବା ପଠନାଦ୍‌ଘୋରସଂକଟାତ୍ ॥ ୧୦ ॥

ମୁଚ୍ୟତେ ନାତ୍ର ସଂଦେହୋ ଭୁବି ସ୍ଵର୍ଗେ ରସାତଲେ ।
ସର୍ଵଂ ବା ଶ୍ଲୋକମେକଂ ବା ଯଃ ପଠେଦ୍ଭକ୍ତିମାନ୍‌ସଦା ॥ ୧୧ ॥

ସ ସର୍ଵଂ ଦୁଷ୍କୃତଂ ତ୍ୟକ୍ତ୍ଵା ପ୍ରାପ୍ନୋତି ପରମଂ ପଦମ୍ ।
ପଠନାଦସ୍ୟ ଦେବେଶି କିଂ ନ ସିଦ୍ଧ୍ୟତି ଭୂତଲେ ।
ସ୍ତବରାଜମିଦଂ ଦେଵି ସଂକ୍ଷେପାତ୍କଥିତଂ ମୟା ॥ ୧୨॥

। ଇତି ଶ୍ରୀ ସିଦ୍ଧେଶ୍ଵରୀତନ୍ତ୍ରେ ପରମଶିବୋକ୍ତ ଶ୍ରୀ ଦୁର୍ଗା ଆପଦୁଦ୍ଧାର ସ୍ତୋତ୍ରମ୍ ସମ୍ପୂର୍ଣ୍ଣମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe