Reciting sri durga saptashloki during Navratri will bring immense blessings of Goddess Durga
ଶାରଦୀୟ ନବରାତ୍ରରେ ମାତା ଦୁର୍ଗାଙ୍କ କୃପାଲାଭ ପାଇଁ ଶ୍ରୀ ଦୁର୍ଗା ସପ୍ତଶ୍ଲୋକୀ ପାଠ କରିବା ଦ୍ବାରା ବହୁବିଧ ସମସ୍ୟା ଦୂର ହୋଇ ଜୀବନର ମାର୍ଗ ପ୍ରଶସ୍ତ ହୋଇଥାଏ। ତେବେ ଏହା ପାଠ କରିବା ପୂର୍ବରୁ ଗୁରୁଙ୍କ ଅନୁମତି ନେବା ଜରୁରୀ। ଗୁରୁ ଶିଷ୍ୟଙ୍କୁ ସାଧନା ପଥରେ ସୃଷ୍ଟି ହେଉଥିବା ବିଭିନ୍ନ ବାଧାରୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଶ୍ରଦ୍ଧାଳୁମାନେ ଗୁରୁଙ୍କ ଅନୁମତି ନେଇ ଏହା ପାଠ କଲେ ବିଶେଷ ସୁଫଳ ମିଳିଥାଏ।
ଶ୍ରୀ ଦୁର୍ଗା ସପ୍ତଶ୍ଲୋକୀ
।ଶିବ ଉବାଚ।
ଦେବୀ ତ୍ଵଂ ଭକ୍ତସୁଲଭେ ସର୍ବକାର୍ଯ୍ୟବିଧାୟିନୀ ।
କଲୌ ହି କାର୍ଯ୍ୟସିଦ୍ଧ୍ୟର୍ଥମୁପାୟଂ ବ୍ରୂହି ୟତ୍ନତଃ ॥
।ଦେବ୍ୟୁବାଚ।
ଶୃଣୁ ଦେବ ପ୍ରବକ୍ଷ୍ୟାମି କଲୌ ସର୍ବେଷ୍ଟସାଧନମ୍ ।
ମୟା ତବୈବ ସ୍ନେହେନାପ୍ୟଂବାସ୍ତୁତିଃ ପ୍ରକାଶ୍ୟତେ ॥
ଅସ୍ୟ ଶ୍ରୀ ଦୁର୍ଗା ସପ୍ତଶ୍ଲୋକୀ ସ୍ତୋତ୍ରମଂତ୍ରସ୍ୟ ନାରାୟଣ ଋଷିଃ, ଅନୁଷ୍ଟୁପ୍ ଛଂଦଃ, ଶ୍ରୀ ମହାକାଳୀ ମହାଲକ୍ଷ୍ମୀ ମହାସରସ୍ଵତ୍ୟୋ ଦେବତାଃ, ଶ୍ରୀ ଦୁର୍ଗା ପ୍ରୀତ୍ୟର୍ଥଂ ସପ୍ତଶ୍ଲୋକୀ ଦୁର୍ଗାପାଠେ ବିନିୟୋଗଃ ।
ଜ୍ଞାନିନାମପି ଚେତାଂସି ଦେବୀ ଭଗବତୀ ହି ସା ।
ବଲାଦାକୃଷ୍ୟ ମୋହାୟ ମହାମାୟା ପ୍ରୟଚ୍ଛତି ॥ ୧ ॥
ଦୁର୍ଗେ ସ୍ମୃତା ହରସି ଭୀତିମଶେଷଜଂତୋଃ
ସ୍ଵସ୍ଥୈଃ ସ୍ମୃତା ମତିମତୀଵ ଶୁଭାଂ ଦଦାସି ।
ଦାରିଦ୍ର୍ୟଦୁଃଖ ଭୟହାରିଣି କା ତ୍ଵଦନ୍ୟା
ସର୍ବୋପକାରକରଣାୟ ସଦାର୍ଦ୍ର ଚିତ୍ତା ॥ ୨ ॥
ସର୍ବମଂଗଳମାଂଗଲ୍ୟେ ଶିବେ ସର୍ବାର୍ଥସାଧିକେ ।
ଶରଣ୍ୟେ ତ୍ର୍ୟଂବକେ ଗୌରୀ ନାରାୟଣୀ ନମୋଽସ୍ତୁ ତେ ॥ ୩॥
ଶରଣାଗତଦୀନାର୍ତପରିତ୍ରାଣପରାୟଣେ ।
ସର୍ବସ୍ୟାର୍ତିହରେ ଦେବୀ ନାରାୟଣୀ ନମୋଽସ୍ତୁ ତେ ॥ ୪॥
ସର୍ବସ୍ଵରୂପେ ସର୍ବେଶେ ସର୍ବଶକ୍ତିସମନ୍ଵିତେ।
ଭୟେଭ୍ୟସ୍ତ୍ରାହି ନୋ ଦେବୀ ଦୁର୍ଗେ ଦେବୀ ନମୋଽସ୍ତୁ ତେ॥୫॥
ରୋଗାନଶେଷାନପହଂସି ତୁଷ୍ଟା-
ରୁଷ୍ଟା ତୁ କାମାନ୍ ସକଲାନଭୀଷ୍ଟାନ୍ ।
ତ୍ଵାମାଶ୍ରିତାନାଂ ନ ବିପନ୍ନରାଣାଂ
ତ୍ଵାମାଶ୍ରିତା ହ୍ୟାଶ୍ରୟତାଂ ପ୍ରୟାଂତି ॥ ୬ ॥
ସର୍ବବାଧାପ୍ରଶମନଂ ତ୍ରୈଲୋକ୍ୟସ୍ୟାଖିଲେଶ୍ଵରୀ ।
ଏବମେବ ତ୍ଵୟା କାର୍ୟମସ୍ମଦ୍ଵୈରି ବିନାଶନମ୍ ॥ ୭ ॥
। ଇତି ଶ୍ରୀ ଦୁର୍ଗା ସପ୍ତଶ୍ଲୋକୀ ସମ୍ପୂର୍ଣ୍ଣ।
Follow Us