ଅବସରପ୍ରାପ୍ତ ଅଧିକାରୀ ସ୍ତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଗାଇଡଲାଇନ କଲେ ସେୟାର

Advertisment

ଅବସରପ୍ରାପ୍ତ ଜଣେ ଅଧିକାରୀଙ୍କ ସ୍ତ୍ରୀ ପରିବା କିଣିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ତାହାକୁ ବିସ୍ତୃତଭାବେ ଆଲୋଚନା କରିଛନ୍ତି। ଏହି ପୋଷ୍ଟକୁ ସୋସିଆଲମିଡିଆ ବ୍ୟବହାକାରୀ ବହୁମାତ୍ରାରେ କରୁଛନ୍ତି ପସନ୍ଦ।

ଅବସରପ୍ରାପ୍ତ ଜଣେ ଅଧିକାରୀଙ୍କ ସ୍ତ୍ରୀ ପରିବା କିଣିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ତାହାକୁ ବିସ୍ତୃତଭାବେ ଆଲୋଚନା କରିଛନ୍ତି। ଏହି ପୋଷ୍ଟକୁ ସୋସିଆଲମିଡିଆ ବ୍ୟବହାକାରୀ ବହୁମାତ୍ରାରେ କରୁଛନ୍ତି ପସନ୍ଦ।

୬୭

ନୂଆଦିଲ୍ଲୀ: ଆଜିକାଲି ବଜାରକୁ ବିଭିନ୍ନ ରକମର ପରିବାର ଆସିଲାଣି। ତେବେ ଅନେକ ପୁରୁଷ ଏମିତି ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ଠିକ ପରିବାର କିଣି ପାରନ୍ତି ନାହିଁ। ଯେଉଁଥିପାଇଁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଏହି ପରିବା କିଣିବାକୁ ନେଇ ଯୁକ୍ତିତର୍କ ଲାଗିଥାଏ। ଏହି କ୍ରମରେ ଅବସରପ୍ରାପ୍ତ ଜଣେ ଅଧିକାରୀଙ୍କ ସ୍ତ୍ରୀ ପରିବା କିଣିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ତାହାକୁ ବିସ୍ତୃତଭାବେ ଆଲୋଚନା କରିଛନ୍ତି। 

ଟମାଟୋ କିଣିବ ସମୟର ହଳଦିଆ ଓ ଲାଲ ରଙ୍ଗ ସହିତ ଛିଦ୍ର ବିହୀନ ହୋଇଥିବା ପ୍ରତି ଦୃଷ୍ଟି ଦିଅନ୍ତୁ। ସେହିପରି ପିଆଜ କିଣିବା ସମୟରେ ଆକାର ଛୋଟ ଏବଂ ଗୋଲାକାର ଦେଖି କିଣନ୍ତୁ।  ସେହିଭଳି ପାଳଙ୍ଗ, ଭେଣ୍ଡି, ଆଳୁ ଏବଂ ମେଥି ପାଇଁ ଆକାର ଏବଂ ପରିମାଣ ବିଷୟରେ ବି ଅଧିକାରୀଙ୍କ ପତ୍ନୀ ଉଲ୍ଲେଖ କରିଛନ୍ତି। 

While going for market for vegetables my wife shared with me this👇 stating that you can use this as a guide 🤔🤔😃 pic.twitter.com/aJv40GC6Vj

— Mohan Pargaien IFS🇮🇳 (@pargaien) September 13, 2024

ଅବସରପ୍ରାପ୍ତ ଭାରତୀୟ ବୈଦେଶିକ ସେବା ଅଧିକାରୀ ମୋହନ ପରଗେନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପନିପରିବା କିଣିବା ପାଇଁ ତାଙ୍କ ପତ୍ନୀଙ୍କ ଦ୍ୱାରା ପ୍ରସ୍ତୁତ ଗାଇଡର ଏକ ମଜାଦାର ଫଟୋ ସେୟାର କରିଛନ୍ତି। ଯାହାକୁ ଲୋକେ ପସନ୍ଦ କରିବା ସହିତ ବହୁମାତ୍ରାରେ ସେୟାର ବି କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe