ପୋଷା କୁକୁରକୁ ଟୁଇଟରରେ ସରପ୍ରାଇଜ ଦେଲେ କ୍ରିକେଟର ରୋହିତ

Advertisment

ଆଜି ‘ବିଶ୍ୱ ପଶୁ ଦିବସ’

ଆଜି ‘ବିଶ୍ୱ ପଶୁ ଦିବସ’

ପୋଷା କୁକୁରକୁ ଟୁଇଟରରେ ସରପ୍ରାଇଜ ଦେଲେ କ୍ରିକେଟର ରୋହିତ

aajtak

ନୂଆଦିଲ୍ଲୀ: ଆକ୍ଟୋର ୪ ହେଉଛି ‘ଓ୍ଵାଲର୍ଡ ଆନିମଲ ଡେ’ । କ୍ରିକେଟର ରୋହିତ ଶର୍ମା ବୁଧବାର ‘ଓ୍ଵାଲର୍ଡ ଆନିମଲ ଡେ’ରେ ନିଜର ଏକ ପୋଷା କୁକୁର ସହିତ ଫଟୋ ଉଠାଇ ଟୁଇଟରରେ ସେୟାର କରିଛନ୍ତି। ରୋହିତ ଟୁଇଟରରେ ଲେଖିଛନ୍ତି, ‘ଓ୍ଵାଲର୍ଡ ଆନିମଲ ଡେ’ରେ ମୁଁ ମୋର ସାଙ୍ଗ(ପୋଷା କୁକୁର)କୁ ଏହି ଜରିଆରେ ସରପ୍ରାଇଜ ଦେବା ପାଇଁ ଚେଷ୍ଟା କରିଛି। ରୋହିତ ଶର୍ମା ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି। ନିକଟରେ ସେ ଏକ ଧଳାଗଣ୍ଡା ସହିତ ଫଟୋ ଉଠାଇଥିଲା।

ଅଷ୍ଟ୍ରେଲିଆ ବିରୋଧରେ ଦିନିକିଆ ସିରିଜରେ ରୋହିତଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ତାଙ୍କୁ ପୁରସ୍କୃତ କରାଯାଇଥିଲା। ଆଇସିସିର ଶୀର୍ଷ ଦିନିକିଆ ଖେଳରେ ରୋହିତ ଟପ୍‌-୫ରେ ଥିଲେ। ରୋହିତ ନାଗପୁରରେ ଦିନିକିଆରେ ୧୨୫ରନ୍‌ ସଂଗ୍ରହ କରିଥିଲେ, ୫ଟି ଛକା ସାମିଲ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe