ଆସନ୍ତୁ ଜାଣିବା ବୈଜ୍ଞାନିକ ଷ୍ଟିପେନ୍‌ କହିଥିବା କିଛି ମହତପୂର୍ଣ୍ଣ ବାଣୀ

Advertisment
ଆସନ୍ତୁ ଜାଣିବା ବୈଜ୍ଞାନିକ ଷ୍ଟିପେନ୍‌ କହିଥିବା କିଛି ମହତପୂର୍ଣ୍ଣ ବାଣୀ

ଜ୍ଞାନ, ଦୃରଦୃଷ୍ଟି ପାଇଁ ସୁନ୍ଦର ଚେହେରା କି ସୁସ୍ଥ ଶରୀରର ଆବଶ୍ୟକତା ନାହିଁ। ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ଜ୍ୟୋତିର୍ବିତ ଷ୍ଟିଫେନ୍‌ ହକିଙ୍ଗ୍‌ସ। ସେ ଦୀର୍ଘ ବର୍ଷ ଧରି ହୁଇଲ୍‌ ଚ୍ୟାୟାର୍‌ରେ ବସିବା ପରେ ବି କମି ଯାଇନଥିଲା ତାଙ୍କ ଜ୍ଞାନ। ଭୁଲ୍‌ ହୋଇନଥିଲା ତାଙ୍କ ଭବିଷ୍ୟବାଣୀ। ସେଭଳି ଜଣେ ଗୁଣୀ ବ୍ୟକ୍ତି ଯାହା ସବୁ କହି ଯାଇଛନ୍ତି। ତାହା ଯେକୌଣସି ବି ବ୍ୟକ୍ତି ପାଇଁ ଜରୁରୀ। ତେବେ, ଆସନ୍ତୁ ଜାଣିବା ବୈଜ୍ଞାନିକ ଷ୍ଟିପେନ୍‌ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ବାଣୀ କହି ଯାଇଛନ୍ତି।

publive-image

ଜ୍ଞାନର ମାନେ ଆଉ କିଛି ନୁହେଁ। କିଛି ପରିବର୍ତ୍ତନ କରିବାର କ୍ଷମତା ହିଁ ଜ୍ଞାନ।

ଜୀବନରେ ମଜ୍ଜା ନ ରହିଲେ ଜୀବନର ଦୁଃଖ ବଢ଼ିଯିବ। ମଜା ଏକ ପଦାର୍ଥ ନୁହେଁ, ତାହା ନିଜ ନିକଟରେ ଥାଏ।

ଯେଉଁ ଲୋକ ନିଜ ଜ୍ଞାନର ଘଣ୍ଟି ପିଟନ୍ତି ସେମାନେ ଜଣେ ଜଣେ ପରାଜିତ। ବିଜୟୀ ବ୍ୟକ୍ତି ନିଜ ଢୋଲ ପିଟନ୍ତି ନାହିଁ।

ସବୁବେଳେ ରାଗରେ ରହୁଥିବା ଲୋକଙ୍କ ପାଇଁ ଅନ୍ୟ ଲୋକଙ୍କର ସମୟ ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe