ଜିଓ ଉପଭୋକ୍ତା ଜାଣନ୍ତୁ ଏହି ସିକ୍ରେଟ୍‌ କୋଡ୍‌! ବହୁତ କାମରେ ଆସିପାରେ!

Advertisment
ଜିଓ ଉପଭୋକ୍ତା ଜାଣନ୍ତୁ ଏହି ସିକ୍ରେଟ୍‌ କୋଡ୍‌! ବହୁତ କାମରେ ଆସିପାରେ!

ଆପଣ ଯଦି ଜିଓ ଉପଭୋକ୍ତା ତ, ତେବେ ଖବରଟି ଆପଣଙ୍କ ପାଇଁ ଦରକାରୀ ଅଟେ। ଆଜି ଆମେ ଆପଣଙ୍କୁ ଏମିତି ଏକ ସିକ୍ରେଟ୍‌ କୋଡ୍‍ ବିଷୟରେ ଜଣାଇବୁ; ଯାହାକି ଜିଓ ଉପଭୋକ୍ତାଙ୍କ ଲାଗି ବହୁତ କାମରେ ଆସିପାରେ!ବର୍ତ୍ତମାନ୍‌ ଜିଓ ସିମ୍‌ ବ୍ୟବହାର କରୁଥିବା ଅନେକ ଉପଭୋକ୍ତା ସର୍ବଦା ହିଁ ସେମାନଙ୍କର ନେଟ୍‌ଓ୍ଵର୍କ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି। ଯେଉଁ କାରଣକୁ ନେଇ ସେମାନଙ୍କ ନମ୍ବରକୁ କଲ୍‌ ଆସୁ ନ ଥିବା ବି ସେମାନେ କହୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସିକ୍ରେଟ୍‌ କୋଡ୍‍ ବିଷୟରେ କହିବୁ, ଯାହାକୁ ଜିଓ ଉପଭୋକ୍ତା ବ୍ୟବହାର କରିବାକ୍ଷଣି ହିଁ ଏହି ସମସ୍ୟାରୁ ମୁୁକୁଳିପାରିବେ। ତେବେ ଏହି କୋଡ୍‍ଟି ହେଉଛି *409*। ଏହି କୋଡ୍‍ର ସାହାଯ୍ୟ ନେଇ ଆପଣ ଆପଣଙ୍କ ଜିଓ ନମ୍ବରକୁ ଆସୁଥିବା କଲ୍‌ ଅନ୍ୟ କୌଣସି ନମ୍ବରକୁ ମଧ୍ୟ ଫରଓ୍ଵାର୍ଡ଼ କରିପାରନ୍ତି! ଫଳରେ ଆପଣଙ୍କ ଜିଓ ନମ୍ବରରେ କଲ୍‌ ନ ଲାଗିବା ସମୟରେ ଆପେ ଆପେ ହିଁ ଆପଣ ଫର୍‌ଓ୍ଵାର୍ଡ଼ କରିଥିବା ଅନ୍ୟ ଏକ ନମ୍ବରକୁ କଲ୍‌ଟି ଚାଲିଯିବ। ତେବେ ଏ ନେଇ ଆପଣଙ୍କୁ ଏକ ସରଳ ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ!

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe