ବିଶେଷ ସ୍ମାର୍ଟ୍ଫୋନ୍ର ସେନ୍ସର୍ ଦ୍ୱାରା ଆପଣ ଅନେକ ଗୁପ୍ତ କାମ କରିପାରିବେ ଯାହା ହୁଏତ ଆପଣଙ୍କୁ ଜଣା ନ ଥିବ 04 Jan 2018 14:25 IST Sambad Digital Follow Us ସ୍ମାର୍ଟ୍ଫୋନ୍ ସେନ୍ସର୍ ସାହାଯ୍ୟରେ ଆପଣ ଫୋନ୍ ବ୍ୟାଟେରି ଓ ଇଣ୍ଟର୍ନେଟ୍ ଡାଟାକୁ ମଧ୍ୟ ବଞ୍ଚାଇ ପାରିବେ। ଏଥିପାଇଁ କେବଳ ଆପଣଙ୍କୁ ପ୍ରକ୍ସିମିଟି ସର୍ଭିସ୍ ନାମକ ଏକ ଛୋଟିଆ ଆପ୍ ଡାଉନ୍ଲୋଡ଼୍ କରିବା ପାଇଁ ପଡ଼ିବ।