ଏହି ଗୁଣ ଥିଲେ ମୃତ୍ୟୁ ସୁନିଶ୍ଚିତ, ଜାଣନ୍ତୁ ଗୀତାର କେଉଁ ମୂଲ୍ୟବାନ ଶ୍ଳୋକରେ ତାହା ବର୍ଣ୍ଣିତ

Advertisment

ଭଗବଦ୍‌ ଗୀତାର ପ୍ରତ୍ୟେକ ଶ୍ଳୋକ ଶିକ୍ଷଣୀୟ, ଆସନ୍ତୁ ସେଥିରୁ ଆଜି ଗୋଟାଏ ଶ୍ଳୋକକୁ ବୁଝିବା

ଭଗବଦ୍‌ ଗୀତାର ପ୍ରତ୍ୟେକ ଶ୍ଳୋକ ଶିକ୍ଷଣୀୟ, ଆସନ୍ତୁ ସେଥିରୁ ଆଜି ଗୋଟାଏ ଶ୍ଳୋକକୁ ବୁଝିବା

ଏହି ଗୁଣ ଥିଲେ ମୃତ୍ୟୁ ସୁନିଶ୍ଚିତ, ଜାଣନ୍ତୁ ଗୀତାର କେଉଁ ମୂଲ୍ୟବାନ ଶ୍ଳୋକରେ ତାହା ବର୍ଣ୍ଣିତ

ମୃତ୍ୟୁ ଧୃବ ସତ୍ୟ। ହେଲେ ପ୍ରାକୃତିକ ମୃତ୍ୟୁ ସଭିଙ୍କୁ ମିଳେନା। ବେଳେ ବେଳେ ପାପ ଭାର ବଢ଼ିଗଲେ କିମ୍ବା କୌଣସି ଏକ ଭୁଲ୍‌ ନିଷ୍ପତ୍ତି ବି ମୃତ୍ୟୁର କାରଣ ହୋଇଥାଏ। ଭଗବଦ୍‌ ଗୀତାରେ ମୃତ୍ୟୁକୁ ନେଇ ଏକ ସୁନ୍ଦର ଶ୍ଳୋକ ରହିଛି। କ୍ରୋଧ କିପରି ଜଣେ ବ୍ୟକ୍ତିିର ମୃତ୍ୟୁର କାରଣ ହୋଇପାରେ ସେ ସଂପର୍କରେ ଉଲ୍ଲେଖ କରାଯାଇଛି। ଆସନ୍ତୁ ସେହି ଶୀକ୍ଷଣିୟ ଶ୍ଳୋକ୍‌ ବିଷୟରେ ଆଜି ଜାଣିବା

‘କ୍ରୋଧଭବତି ସମୋହଃ ସମୋହତସ୍ମିତିଭିଭ୍ରମଃ। ସ୍ମିତିଭ୍ରମସଦ୍‌ବୁଦ୍ଧିନାଶୋ ବୁଦ୍ଧିନାଶୋହାତପ୍ରନଶ୍ଚତି।।’

ଅର୍ଥାତ ‘କ୍ରୋଧରୁ ଭ୍ରମ ଜାତ। ଭ୍ରମରୁ ସ୍ମୃତି ଭ୍ରମିତ ହୁଏ। ଭ୍ରମିତ ହେବା କାରଣରୁ ବୁଦ୍ଧି ନାଶ ହୁଏ। ବୁଦ୍ଧି ନାଶ ହିଁ ବ୍ୟକ୍ତିର ମୃତ୍ୟୁର କାରଣ ହୋଇଥାଏ।’

publive-image

କ୍ରୋଧତ୍‌: ଯେତେବେଳେ କ୍ରୋଧ ବୃଦ୍ଧିପାଏ
ଭବତି: ଘଟେ
ସମୋହଃ: ଭ୍ରମ
ସମୋହତ: ଭ୍ରମରୁ
ସ୍ମିତିଭିଭ୍ରମଃ: ସ୍ମୃତି ନଷ୍ଟ ହୁଏ
ସ୍ମିତିଭ୍ରମସଦ୍‌: ସ୍ମୃତି ନଷ୍ଟରୁ
ବୁଦ୍ଧିନାଶୋ: ବୁଦ୍ଧି କ୍ଷୟ ଘଟେ
ବୁଦ୍ଧିନାଶୋହାତ: ବୁଦ୍ଧି ନାଶରୁ
ପ୍ରନଶ୍ଚତି: ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe