ରୟାଲ୍‌ ଏନ୍‌ଫିଲ୍‌ଡ୍‌ ବିଅର୍‌ ୬୫୦ର ରାଜ୍‌

Advertisment

ରୟାଲ୍‌ ଏନ୍‌ଫିଲ୍‌ଡର ବିଅର୍‌ ୬୫୦ ବାଇକ୍ ଏବେ ବଜାରରେ ପ୍ରବେଶ କରିଛି। ଏଥିରେ ୪ ଷ୍ଟ୍ରୋକ୍‌, ୬୫୦ ସିସିର ଇନ୍‌ଲାଇନ୍‌ ଟ୍ବିନ୍‌ ସିଲିଣ୍ଡର୍‌ ରହିଛି। ଏହାର ତେଲଟାଙ୍କି ଧାରଣ କ୍ଷମତା ରହିଛି ୧୩.୭ ଲିଟର୍‌ ଏବଂ ଓଜନ ହେଉଛି ୨୧୬ କିଲୋଗ୍ରାମ୍‌।

ରୟାଲ୍‌ ଏନ୍‌ଫିଲ୍‌ଡର ବିଅର୍‌ ୬୫୦ ବାଇକ୍ ଏବେ ବଜାରରେ ପ୍ରବେଶ କରିଛି। ଏଥିରେ ୪ ଷ୍ଟ୍ରୋକ୍‌, ୬୫୦ ସିସିର ଇନ୍‌ଲାଇନ୍‌ ଟ୍ବିନ୍‌ ସିଲିଣ୍ଡର୍‌ ରହିଛି। ଏହାର ତେଲଟାଙ୍କି ଧାରଣ କ୍ଷମତା ରହିଛି ୧୩.୭ ଲିଟର୍‌ ଏବଂ ଓଜନ ହେଉଛି ୨୧୬ କିଲୋଗ୍ରାମ୍‌।

hfkhfkhkfhfk

ରୟାଲ୍‌ ଏନ୍‌ଫିଲ୍‌ଡର ବିଅର୍‌ ୬୫୦ ବାଇକ୍ ଏବେ ବଜାରରେ ପ୍ରବେଶ କରିଛି। ଏଥିରେ ୪ ଷ୍ଟ୍ରୋକ୍‌, ୬୫୦ ସିସିର ଇନ୍‌ଲାଇନ୍‌ ଟ୍ବିନ୍‌ ସିଲିଣ୍ଡର୍‌ ରହିଛି। ଏହାର ତେଲଟାଙ୍କି ଧାରଣ କ୍ଷମତା ରହିଛି ୧୩.୭ ଲିଟର୍‌ ଏବଂ ଓଜନ ହେଉଛି ୨୧୬ କିଲୋଗ୍ରାମ୍‌। ଏଥିରେ ଚେ‌େଞ୍ଜବଲ୍‌ ଏବିଏସ୍‌ ସିଷ୍ଟମ୍‌ ରହିଛି, ଯାହା ଦ୍ବାରା ଖରାପ ରାସ୍ତାରେ ଯିବା ସମୟରେ ଆପଣ ଏବିଏସ୍‌କୁ ପଛରୁ ଆଗକୁ ବଦଳାଇ ପାରିବେ। ଏହାସହିତ ଏଥିରେ ଏଲ୍‌ଇଡି ହେଡ୍‌ ଓ ଟେଲ୍‌ ଲ୍ୟାମ୍ପ୍‌, ଟ୍ରିପର୍‌ ଡ୍ୟାସ୍‌, ୪ ଇଞ୍ଚ୍‌ର ରାଉଣ୍ଡ୍‌ ଟିଏଫ୍‌ଟି ଡିସ୍‌ପ୍ଲେ, ଫୋନ୍‌ କନେକ୍ଟିଭିଟି, ଫୁଲ୍‌ ମ୍ୟାପ୍‌ ନାଭିଗେସନ୍‌, ମିଡିଆ କଣ୍ଟ୍ରୋଲ୍‌, ୟୁଏସ୍‌ବି ଚାର୍ଜର୍‌, ୬ ସ୍ପିଡ୍‌ କନ୍‌ଷ୍ଟାଣ୍ଟ୍‌ ମେସ୍‌ ଗିୟର୍‌ବକ୍ସ ପରି ବୈଶିଷ୍ଟ୍ୟ ଉପଲବ୍ଧ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୩,୪୪,୦୦୦ ଟଙ୍କା (ଏକ୍ସ ସୋ’ ରୁମ୍‌)। ତେବେ ୪ଟି ଭାରିଆଣ୍ଟ୍‌ ଓ ୫ଟି ରଙ୍ଗରେ ଆସିଥିବା ଏହି ବାଇକ୍‌ର ଦାମ୍‌ ଭିନ୍ନ ଭିନ୍ନ ରହିଛି।
 ବ୍ରୋଡ୍‌ୱାକ୍‌ ହ୍ବାଇଟ୍‌ (ବେସ୍‌ ଭାରିଆଣ୍ଟ୍‌)- ୩,୩୯,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)।
 ପେଟ୍ରୋଲ୍‌ ଗ୍ରିନ୍‌ ଓ ୱାଇଲ୍‌ଡ ହନି (ମିଡିଅମ୍‌ ଭାରିଆଣ୍ଟ୍‌)- ୩,୪୪,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)।
 ଗୋ‌ଲ୍‌ଡେନ୍‌ ସ୍ୟାଡୋ (ଟପ୍‌ ଭାରିଆଣ୍ଟ୍‌)- ୩,୫୧,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)।
 ଟୁ ଫୋର୍‌ ନାଇନ୍‌ (ସ୍ପେସାଲ୍‌ ଭାରିଆଣ୍ଟ୍‌)- ୩,୫୯,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe