ଏହି ଛୋଟ ଡିଭାଇସ୍‌ ସାହାଯ୍ୟରେ ଯେ କେହି ବି ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ସମ୍ପୂର୍ଣ୍ଣ ଟଙ୍କା ଉଠେଇ ନେବ, ଏକଥା ଆପଣ ଜାଣନ୍ତି ? ଏମିତି ହେଲେ କ’ଣ କରିବେ?

ଏହି ଛୋଟ  ଡିଭାଇସ୍‌ ସାହାଯ୍ୟରେ  ଯେ କେହି ବି ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ସମ୍ପୂର୍ଣ୍ଣ ଟଙ୍କା ଉଠେଇ ନେବ, ଏକଥା ଆପଣ ଜାଣନ୍ତି ? ଏମିତି ହେଲେ କ’ଣ କରିବେ?

publive-image

ଆପଣଙ୍କ ଅଜାଣତରେ ଯଦି କେହି ଆପଣଙ୍କ ଆକାଉଣ୍ଟରୁ କାରବାର କରେ ତେବେ ଯଥା ଶୀଘ୍ର ବ୍ୟାଙ୍କ୍‌କୁ ଯାଇ ସୂଚନା ଦିଅନ୍ତୁ।

publive-image

ଘଟଣା ଘଟିବାର ୩ ଦିନ ମଧ୍ୟରେ ଯେମିତି ବି ହେଉ ବ୍ୟାଙ୍କ୍‌କୁ ସୂଚିତ କରନ୍ତୁ।

publive-image

ଯଦି ବ୍ୟାଙ୍କ୍‌ ବନ୍ଦ ଅଛି, ତା’ହେଲେ କଷ୍ଟମର୍‌ କେୟାର୍‌ ଡେସ୍କ ସହ କଥା ହୋଇ ଆପଣଙ୍କ ଅଭିଯୋଗ ରେଜିଷ୍ଟର କରନ୍ତୁ।

publive-image

କେବେ ବି ଅଭିଯୋଗ ନମ୍ବର ନେବା ଭୁଲନ୍ତୁ ନାହିଁ। ଏହା ପରବର୍ତ୍ତୀ କାଳରେ ବହୁ କାମରେ ଆସିବ।

publive-image

ଅନ୍‌ଲାଇନ୍‌ ନେଣଦେଣ ସମୟରେ ପବ୍ଲିକ୍‌ କମ୍ପ୍ୟୁଟର ବ୍ୟବହାର କରନ୍ତୁ ନାହିଁ। ସର୍ବଦା ସିକ୍ୟୋର େଓ୍ଵବ୍‌ସାଇଟ୍‌ରେ ହିଁ ନେଣଦେଣ କରନ୍ତୁ।

publive-image

ଯଦି ‘https’ ରୁ େଓ୍ଵବ୍‌ସାଇଟ୍‌ ଆଡ୍ରେସ୍‌ ଆରମ୍ଭ ହେଉଛି, ତା’ହେଲେ ତାହା ଠିକ୍‌ ଅଛି।

publive-image

କାର୍ଡ୍‌ରୁ ହୋଇଥିବା ସମସ୍ତ ଟ୍ରାନ୍‌ଜାକ୍‌ସନ୍‌କୁ ଧ୍ୟାନ ସହକାରେ ଦେଖନ୍ତୁ। କାରଣ ଅନେକ ସମୟରେ ହାକର୍ସ ଜାଲିଆତି କରି ୟୁଜର ଆକାଉଣ୍ଟ୍‌କୁ ଭେରିଫାଏ କରିବା ପାଇଁ ବହୁତ ଛୋଟ ଟ୍ରାନ୍‌ଜେକ୍‌ସନ୍‌ କରିଥା’ନ୍ତି, ଯାହା ହଠାତ୍‌ ଧରାପଡ଼ି ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe