ସ୍ମାଟ୍‌ର୍ଫୋନ୍‌ରେ ଯାହା ଇଚ୍ଛା ତାହା କରି ପାରିବେ, କେବଳ ଅନ୍‌ କରନ୍ତୁ ଏହି ସେଟିଙ୍ଗ୍‌କୁ

ସ୍ମାର୍ଟ୍‌ଫୋନ୍‌ରେ ଏହି ସେଟିଙ୍ଗ୍‌ କରିବା ଜରୁରି!

ସ୍ମାଟ୍‌ର୍ଫୋନ୍‌ରେ ଯାହା ଇଚ୍ଛା ତାହା କରି ପାରିବେ, କେବଳ ଅନ୍‌ କରନ୍ତୁ ଏହି ସେଟିଙ୍ଗ୍‌କୁ
publive-image

ସ୍ମାର୍ଟ୍‌ଫୋନ୍‌ରେ ଏମିତି ଏକ ସେଟିଙ୍ଗ୍‌ ରହିଛି, ଯାହାକୁ ଅନ୍‌ କରିଦେଲେ ଆପଣ ଯାହା ଦେଖିବାକୁ ଚାହୁଁଥିବେ କେବଳ ତାହା ଦେଖାଯିବ ଓ ଫୋନ୍‌ ସମ୍ପୂର୍ଣ୍ଣରୂପେ ଆପଣଙ୍କ ନିୟନ୍ତ୍ରଣରେ ରହିବ। ଆପଣ ଇଣ୍ଟର୍‌ନେଟ୍‌ ବ୍ୟବହାର କରି କୌଣସି ଆପ୍‌ ବା ୟୁଟ୍ୟୁବ୍‌ ଚଳାଇବା ସମୟରେ ଅଧିକାଂଶ ଖରାପ ଆଡ୍‌ଭର୍ଟାଇଜ୍‌ ଆସି ଯାଇଥାଏ। ସେତେବେଳେ କିଏ ପାଖରେ ଥିଲେ ଖୁବ୍‌ ଲାଜ ଲାଗିଥାଏ। ଫୋନ୍‌ରେ ଥିବା ଏକ ସେଟିଙ୍ଗ୍‌ରୁ ଏହାକୁ ବନ୍ଦ କରି ପାରିବେ, ଜାଣନ୍ତୁ ଏହି ଷ୍ଟେପ୍ସ୍‍କୁ ଫଲୋ କରି….

publive-image
ଷ୍ଟେପ୍‌ ୧: ଫୋନ୍‌ ସେଟିଙ୍ଗ୍‌କୁ ଯାଇ Google (ଗୁଗଲ୍‌)କୁ ଯାଆନ୍ତୁ। ଏଠାରେ Ads (ଆଡ୍‌ସ)ରେ କ୍ଲିକ୍‌ କରନ୍ତୁ, ନୂଆ ପେଜ୍‌ ଖୋଲିବ। ଏଠାରେ Opt out of ads Personalization ଅପ୍‌ସନ୍‌କୁ ଅନ୍‌ କରନ୍ତୁ।
publive-image
ଷ୍ଟେପ୍‌ ୨: ଏବେ Ads by Google ଅପ୍‌ସନ୍‌ରେ କ୍ଲିକ୍‌ କରନ୍ତୁ। ବର୍ତ୍ତମାନ କ୍ରୋମ୍‌ରେ ନୂଆ ପେଜ୍‌ ଖୋଲିବ। ଏଥିରେ Ad Settingsରେ କ୍ଲିକ୍‌ କରନ୍ତୁ।
publive-image
ଷ୍ଟେପ୍‌ ୩: ଖୋଲିଥିବା ପେଜ୍‌ରେ ଯେଉଁ ପ୍ରକାରର ଆଡ୍‌ ଆପଣ ଦେଖିବାକୁ ଚାହୁଁ ନାହାନ୍ତି ତା’ର ସାମନାରେ ଥିବା କ୍ରସ୍‌ ମାର୍କ୍‌ରେ କ୍ଲିକ୍‌ କରନ୍ତୁ, ତାହା ସେହି ଲିଷ୍ଟ୍‍ରୁ ବାହାରିଯିବ।
publive-image
ଷ୍ଟେପ୍‌ ୪: ଉପରେ ଆପଣଙ୍କୁ ଦୁଇଟି ଅପ୍‌ସନ୍‌ ଦେଖାଯାଉଥିବ। Topics you Like ଓ Topics You Don’t Like, ଆପଣ ଏବେ ଯେଉଁ କଣ୍ଟେଣ୍ଟ୍‌ ଲିଷ୍ଟ୍‍ରୁ କ୍ରସ୍‌ କରିଛନ୍ତି ତାହା ଆପଣଙ୍କୁ Topics You Don’t Like ରେ ଦେଖାଯିବ।
Courtesy: DainikBhaskar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe