ଏହି ସବୁ ସ୍ଥାନରେ ବିମାନଠାରୁ ବି ଦ୍ରୁତ ଗତିରେ ଚାଲିଥାଏ ଟ୍ରେନ୍‌!

Advertisment
ଏହି ସବୁ ସ୍ଥାନରେ ବିମାନଠାରୁ ବି ଦ୍ରୁତ ଗତିରେ ଚାଲିଥାଏ ଟ୍ରେନ୍‌!

ଏସିଆ ଓ ୟୁରୋପର କିଛି ସ୍ଥାନ ମଧ୍ୟରେ ବର୍ତ୍ତମାନ ପ୍ରତିଯୋଗିତାମୂଳକ ଭାବରେ ଚାଲିଛି ଏମିତି କିଛି ଟ୍ରେନ୍‌ , ଯାହା ୧୦୦୦ କିଲୋମିଟର ବେଗରେ ଗତି କରୁଛି ବୋଲି ଜର୍ଣ୍ଣଲ୍‌ ଅଫ୍‌ ଆଡ୍‌ଭାନ୍‌ସ ଟ୍ରାନ୍‌ସପୋର୍ଟେସନ୍‌ରେ ପ୍ରକାଶ ପାଇଛି। ଏହା ବ୍ୟତୀତ ଯାତ୍ରା ସମୟ କମ୍‌ କରିବା ପାଇଁ ଯାତ୍ରୀମାନେ ମଧ୍ୟ ନୂଆ ଟେକ୍‌ନୋଲୋଜିରେ ପ୍ରସ୍ତୁତ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସମସ୍ତ ସ୍ଥାନରେ ନୂଆ ଟେକ୍‌ନୋଲୋଜି ଆସିବା ପାଇଁ ଆହୁରି କିଛି ବର୍ଷ ଲାଗିପାରେ। ଦେଖନ୍ତୁ କେଉଁ ସ୍ଥାନରେ କେତେ ବେଗରେ ଗତି କରୁଛି ଟ୍ରେନ୍‌….

publive-image

publive-image

ବେଜିଙ୍ଗ୍‌ରୁ ସାଙ୍ଘାଇ: ବିମାନ ଯାତ୍ରା - ମୂଲ୍ୟ – ୧୨୫ ଡଲାର୍‌, ସମୟ – ୪ ଘଣ୍ଟାରୁ ଅଧିକ। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୧୦୦ ଡଲାର୍‌, ସମୟ – ୭ ଘଣ୍ଟା।
publive-image
ରୋମ୍‌ରୁ ମିଲାନ୍‌: ବିମାନ ଯାତ୍ରା - ମୂଲ୍ୟ – ୧୦୦ ଡଲାର୍‌, ସମୟ – ୩ ଘଣ୍ଟାରୁ କମ୍‌। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୭୫ ଡଲାର୍‌, ସମୟ – ୩ ଘଣ୍ଟାରୁ ଅଳ୍ପ ଅଧିକ।
publive-image
ସିଓଲ୍‌ରୁ ଭୁସାଣ: ବିମାନ ଯାତ୍ରା - ମୂଲ୍ୟ – ୧୦୦ ଡଲାର୍‌, ସମୟ – ୩ ଘଣ୍ଟାରୁ କମ୍‌। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୭୫ ଡଲାର୍‌, ସମୟ – ୩ ଘଣ୍ଟାରୁ ଅଧିକ।
publive-image
ଲଣ୍ଡନ୍‌ରୁ ପ୍ୟାରିସ୍‌: ବିମାନ ଯାତ୍ରା - ମୂଲ୍ୟ – ୧୨୫ ଡଲାର୍‌, ସମୟ – ୩ ଘଣ୍ଟାରୁ କମ୍‌। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୧୨୫ ଡଲାର୍‌, ସମୟ – ୩ ଘଣ୍ଟାରୁ ଅଧିକ।
publive-image
ମାଦ୍ରିଦ୍‌ରୁ ବାର୍ସିଲୋନା: ବିମାନ ଯାତ୍ରା - ମୂଲ୍ୟ –୧୦୦ ଡଲାର୍‌, ସମୟ –୩ ଘଣ୍ଟା। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୭୫ ଡଲାର୍‌, ସମୟ – ୩ ଘଣ୍ଟାରୁ କମ୍‌।
publive-image
ନ୍ୟୁୟର୍କ୍‌ ରୁ ଓ୍ଵାସିଂଟନ୍‌ ଡିସି: ବିମାନ ଯାତ୍ରା - ମୂଲ୍ୟ – ୧୦୦ ଡଲାର୍‌, ସମୟ – ୪ ଘଣ୍ଟାରୁ କମ୍‌। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୧୦୦ ଡଲାର୍‌, ସମୟ – ୩ ଘଣ୍ଟାରୁ ଅଧିକ।
publive-image
ଲଣ୍ଡନ୍‌ରୁ ବ୍ରୁସେଲ୍‌ସ: ବିମାନ ଯାତ୍ରା - ମୂଲ୍ୟ – ୧୨୫ ଡଲାର୍‌, ସମୟ – ୨ ଘଣ୍ଟାରୁ ଅଧିକ। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୧୨୫ ଡଲାର୍‌, ସମୟ – ୨ ଘଣ୍ଟା।
publive-image
ପ୍ୟାରିସ୍‌ରୁ ଲିଓନ୍‌: ବିମାନ ଯାତ୍ରା - ମୂଲ୍ୟ – ୧୨୫ ଡଲାର୍‌, ସମୟ – ୩ ଘଣ୍ଟା। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୧୦୦ ଡଲାର୍‌, ସମୟ – ୨ ଘଣ୍ଟାରୁ ଅଧିକ।
publive-image
ଟୋକିୟୋରୁ ଓସାକା: ବିମାନ ଯାତ୍ରା - ମୂଲ୍ୟ – ୧୨୫ ଡଲାର୍‌, ସମୟ – ୩ ଘଣ୍ଟାରୁ ଅଧିକ। ଟ୍ରେନ୍‌ ଯାତ୍ରା - ମୂଲ୍ୟ – ୧୨୫ ଡଲାର୍‌, ସମୟ – ୨ ଘଣ୍ଟାରୁ ଅଧିକ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe