ଏହି ଟ୍ରିକ୍‌ ଆପଣାଇ ଦେଖାନ୍ତୁ ଫେସ୍‌ବୁକ୍‌ରେ ୧୦୦୦ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌

Advertisment
ଏହି ଟ୍ରିକ୍‌ ଆପଣାଇ ଦେଖାନ୍ତୁ ଫେସ୍‌ବୁକ୍‌ରେ ୧୦୦୦ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌

ଏହି ଟ୍ରିକ୍‌କୁ ଫଲୋ କରି ଆପଣ ଫେସ୍‌ବୁକ୍‌ରେ ୧୦୦୦ ପର୍ଯ୍ୟନ୍ତ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌ ବଢ଼େଇ ପାରିବେ। ‘Wefbee’ େଓ୍ଵବ୍‌ସାଇଟ୍‌ ଖୋଲି କିଛି ସହଜ ପ୍ରୋସେସ୍‌ ଫଲୋ କରିବା ପରେ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌କୁ ଅନ୍‌ଲିମିଟେଡ୍‌ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌ (ଥରକେ ୩୦ - ୩୫) ଆସିଥାଏ, ଅଧିକ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌ ପାଇଁ ସମାନ ପ୍ରୋସେସ୍‌ ଅବଲମ୍ବନ କରନ୍ତୁ।

publive-image publive-image

ଷ୍ଟେପ୍‌-୧: ନୂଆ ପେଜ୍ ଖୋଲିଲା ପରେ ସ୍କ୍ରଲ୍‌ କରନ୍ତୁ ଓ Click hereରେ କ୍ଲିକ୍‌ କରନ୍ତୁ।

publive-image

ଷ୍ଟେପ୍‌-୨: ଏବେ ଆପଣଙ୍କ ମୋବାଇଲ୍‌ ନମ୍ବର ବା ଫେସ୍‌ବୁକ ଆଇଡି ଓ ପାସ୍‌ଓ୍ଵାର୍ଡ ଏଠାରେ ଦିଅନ୍ତୁ।

publive-image

ଷ୍ଟେପ୍‌-୩: ବର୍ତ୍ତମାନ ଏକ ଲିଙ୍କ୍‌ ଜେନେରେଟ୍‌ ହେବ। ସବୁଜ ରଙ୍ଗ ବକ୍ସ୍‍ ଭିତରେ ଥିବା କଣ୍ଟେଣ୍ଟ୍‌କୁ କପି କରନ୍ତୁ।

publive-image

ଷ୍ଟେପ୍‌-୪: ଲିଙ୍କ୍‌କୁ Click here ଅପ୍‌ସନ୍‌ ଥିବା ପେଜ୍‌କୁ ଯାଇ <     > ଏହି ବକ୍ସ୍‍ ଭିତରେ ପେଷ୍ଟ୍‍ କରି ସବ୍‌ମିଟ୍‌ରେ କ୍ଲିକ୍‌ କରନ୍ତୁ।

publive-image

ଷ୍ଟେପ୍‌-୫: ଏବେ ନୂଆ ପେଜ୍‌ ଖୋଲିବ। ଏଥିରେ ‘Use Auto Request’ରେ କ୍ଲିକ୍‌ କରନ୍ତୁ।

publive-image

ଷ୍ଟେପ୍‌-୬: ଏବେ ‘I m not a robot’ ରେ କ୍ଲିକ୍‌ କରି ‘Send Auto Request to me’ ରେ କ୍ଲିକ୍‌ କରନ୍ତୁ।

publive-image

ଷ୍ଟେପ୍‌-୭: ବର୍ତ୍ତମାନ ଆପଣଙ୍କ ଫେସ୍‌ବୁକ୍‌ ଆଇଡିକୁ ଚେକ୍‌ କରନ୍ତୁ। ଆପଣଙ୍କ ଆକାଉଣ୍ଟ୍‌କୁ ୨୫ ରୁ ୩୦ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‍ ଆସିଯାଇଥିବ। ଏହି ପ୍ରକ୍ରି୍ରୟାକୁ ବାରମ୍ବାର ବ୍ୟବହାର କରି ଆପଣ ୧୦୦୦ ପର୍ଯ୍ୟନ୍ତ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‍ ଆଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe