ଦେଖନ୍ତୁ ବାପା-ମାଆ ପରସ୍ପରଙ୍କୁ ଚୁମ୍ବନ ଦେବା ବେଳେ କୁନି ଶିଶୁର କୌତୁକିଆ ପ୍ରତିକ୍ରିୟା

Advertisment
ଦେଖନ୍ତୁ ବାପା-ମାଆ ପରସ୍ପରଙ୍କୁ ଚୁମ୍ବନ ଦେବା ବେଳେ କୁନି ଶିଶୁର କୌତୁକିଆ ପ୍ରତିକ୍ରିୟା

ପୂର୍ବ କାଳର ପିଲାମାନଙ୍କ ତୁଳନାରେ ଆଜିକାଲିର ପିଲାମାନେ ଖୁବ୍‌ ବେଶି ସ୍ମାର୍ଟ। ସେମାନଙ୍କ କ୍ରିୟା ଓ ପ୍ରତିକ୍ରିୟା ମଧ୍ୟ ଖୁବ୍‌ କମ୍‌ ବୟସରୁ ଦେଖାଇ ଦେଉଛନ୍ତି ସେମାନେ। କୁନି ପିଲାମାନଙ୍କ ମଧ୍ୟରେ ପୂର୍ବରୁ ରାଗ, ଈର୍ଷା ଆଦି କ୍ରିୟା ଦେଖିବାକୁ ମିଳୁନଥିଲା। ଏବେକାର ପିଲା କିନ୍ତୁ ଦୁଇ ପାଦ ଆଗରେ। ବଡ଼ ଲୋକଙ୍କ ପରି ସେ ବି ଶିଖିଗଲେଣି ରାଗ, ଈର୍ଷା ଆଦି ମଣିଷର ପବୃତ୍ତି ସବୁ।

ଯେଉଁ ଭିଡିଓରେ ଦିଆଯାଇଛି। ତାହା ତ ଆପଣ ଦେଖିକି ଜାଣିପାରୁଥିବେ ଯେ କିଭଳି ଭାବେ ନିଜ ବାପା-ମାଆ ଚୁମ୍ବନ ଦେଉଥିବାର ଦୃଶ୍ୟ ଦେଖି ପିଲାଟି କାନ୍ଦିବାକୁ ଲାଗୁଛି। ତାହା ବି ହୋଇପାରେ ଏହା ଈର୍ଷା ନ ହୋଇ ଅବଚେତନ ମନର ଭୟ ହୋଇଥାଇ ପାରେ। ତେବେ, ପିଲାଟି ଯାହା ବି ଭାବି କାନ୍ଦୁ। ଏହି ଭିଡିଓ ଏବେ ଇଣ୍ଟର୍‌ନେଟ୍‌ ଖୁବ୍‌ ଚର୍ଚ୍ଚା ପାଲଟିଛି। ଏଭଳି କୌତୁକିଆ ଭିଡିଓଟି ୟୁଟୁବ୍ୟରେ ଅପ୍‌ଲୋଡ ହେବା ପରେ ଏହାକୁ ପ୍ରାୟ ୪୩ ଲକ୍ଷ ୮୫ ହଜାର ୬୪୫ ଭିୟୁ ହୋଇସାରିଲାଣି। ଏହାକୁ ୧୭ ହଜାର ଲୋକେ ପସନ୍ଦ(ଲାଇକ୍‌) ବି କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe