Bright Side
ବେଳେ ବେଳେ ଆମେ ଅନେକ କଥା ଜାଣି ମଧ୍ୟ ସାମାନ୍ୟ କଥାରେ ହାର୍ ମାନିଥାଉ। ଛୋଟ ଛୋଟ କଥାରେ ବୁଦ୍ଧି ଗୁଡୁମ୍ ହୋଇଯାଏ। ତା’ର କିଛି ସମୟ ପରେ ଅନୁଭବ ହୁଏ, ଆରେ ଏହି କଥାଟା ମୋ ମୁଣ୍ଡରେ କେମିତି ପଶିଲାନି ଯେ!
ବ୍ୟସ୍ତବହୁଳ ଜୀବନରେ ଆମେ ନିଜକୁ କେତେ ବା ସମୟ ଦିଅନ୍ତି କହିଲେ। ଟିକେ ସମୟ ନିଜ ଖୁସି ପାଇଁ, ମନୋରଞ୍ଜନ ପାଇଁ ଓ ମସ୍ତିଷ୍କର ବ୍ୟୟାମ ପାଇଁ ମଧ୍ୟ ଦିଅନ୍ତୁ। ସବୁର ଗୁରୁତ୍ବ ଜୀବନରେ ଭିନ୍ନ।
ଉପରେ ଏକ ଫଟୋ ଦୃଶ୍ୟମାନ ହୋଇଛି। ସେହି ଫଟୋରେ ଆପଣ ଭୁଲ୍ଟିକୁ ଖୋଜିବେ। ଦେଖିବା ଆପଣ କେତେ ସଫଳ ହେଉଛନ୍ତି। ଯଦି ଭୁଲ୍ ଖୋଜି ପାଉଛନ୍ତି ତେବେ କମେଣ୍ଟ୍ ସେକ୍ସନରେ ଉତ୍ତର ଦିଅନ୍ତୁ।
ଫଟୋଟିକୁ ଧ୍ୟାନର ସହ ଦେଖନ୍ତୁ। ଏଥିରେ ଏକ ବଡ଼ ଭୁଲ୍ ରହିଛି ଆପଣ ସେ ଭୁଲ୍କୁ ଜାଣନ୍ତି। ହୁଏତ ଏହି ସମୟରେ ଆପଣଙ୍କ ମସ୍ତିଷ୍କରେ ସେ ଭୁଲ୍ଟି ଠୁକୁ ନାହିଁ।
ଆମେ ଆପଣଙ୍କୁ ବେଶି ଅପେକ୍ଷା କରାଇବୁ ନାହିଁ। ଦେଖନ୍ତୁ ଲାପ୍ଟପ୍ ପାଖରେ ଏକ କ୍ୟାଲେଣ୍ଡର୍ ରହିଛି। କ୍ୟାଲେଣ୍ଡର୍ରେ ତାରିଖ ଜୁନ୍ ୩୧ ବୋଲି ଲେଖାଯାଇଛି। ଯାହାକି ଏକ ବଡ଼ ଭୁଲ୍। ଆପଣ ଜାଣନ୍ତି ଯେ ଜୁନ୍ ମାସ ହେଉଛି ୩୦ ଦିନଆ। ଜୁନ୍ରେ ୩୧ ତାରିଖ ନାହିଁ।
Follow Us