ଜାଣନ୍ତୁ ପୃଥିବୀରେ କିଏ କାହାଠାରୁ ବେଶୀ ଶକ୍ତିଶାଳୀ?

Advertisment
ଜାଣନ୍ତୁ ପୃଥିବୀରେ କିଏ କାହାଠାରୁ ବେଶୀ ଶକ୍ତିଶାଳୀ?

University of Canterbury

ସାଧାରଣତଃ ଆମେ ଆମର ଜୀବନର ମୂଲ୍ୟବୋଧକୁ ବୁଝି ନ ପାରି ଅସୁବିଧାର ସମ୍ମୁଖୀନ ହୋଇଥାଉ। ତେଣୁ ଆଜି ଆମେ ଆପଣଙ୍କୁ ଜୀବନରେ ରହିଥିବା ସବୁଠୁ ଶକ୍ତିଶାଳୀ ଜିନିଷ ବିଷୟରେ କହିବୁ ,ଯାହାକି ବ୍ୟକ୍ତିଲାଗି ଆଶୀର୍ବାଦ ସଦୃଶ ହୋଇଥାଏ। ତେଣୁ ଆପଣ କେବେ ବି ନିଜକୁ ଅନ୍ୟଠୁ ବେଶୀ ଶକ୍ତିଶାଳୀ ମନେ କରି ଆତ୍ମହରା ହୁଅନ୍ତୁ ନାହିଁ କି କାହାରିକୁ କଷ୍ଟ ଦେବା କଥା ଚିନ୍ତା ମଧ୍ୟ କରନ୍ତୁ ନାହିଁ। କାରଣ ଏହା ବ୍ୟକ୍ତିର ବିନାଶର କାରଣ ହୋଇଥାଏ। ଚାଲନ୍ତୁ ଜାଣିବା ଜୀବନରେ ରହିଥିବା ସବୁଠାରୁ ଶକ୍ତିଶାଳୀ ଜିନିଷଟି କ’ଣ ଅଟେ?

୧-ପ୍ରଥମତଃ ଦୁନିଆର ସବୁଠୁ ଶକ୍ତିଶାଳୀ ଜିନିଷ ହେଲା ଲୁହା, ଯାହା ସମସ୍ତଙ୍କୁ କାଟି ଦେଇଥାଏ।
୨-ତେବେ ଲୁହାଠାରୁ ଶକ୍ତିଶାଳୀ ହେଉଛି ନିଆ,ଁ ଯାହା ଲୁହାକୁ ବି ତରଳାଇ ଦେଇଥାଏ।

publive-image ThoughtCo

୩-ଏଥିସହିତ ନିଆଁ ଠାରୁ ବି ଶକ୍ତିଶାଳୀ ହେଉଛି ପାଣି, ଯାହା ନିଆଁକୁ ମଧ୍ୟ ଲିଭାଇ ଦେଇଥାଏ।
୪-ଆଉ ପାଣିଠୁ ଶକ୍ତିଶାଳୀ ଅଟେ ମନୁଷ୍ୟ ,ଯିଏକି ପାଣିକୁ ବି ପିଇଦେଇଥାଏ।
୫-ଏହାସହିତ ମନୁଷ୍ୟଠୁ ଶକ୍ତିଶାଳୀ ଅଟେ ମୃତ୍ୟୁ, ଯାହା ମଣିଷକୁ ବି ଖାଇଦେଇଥାଏ।
୬-ଆଉ ଦୁନିଆର ସବୁଠାରୁ ବଡ଼ ଜିନିଷ ହେଉଛି ଆଶୀର୍ବାଦ, ଯାହା ମୃତ୍ୟୁକୁ ମଧ୍ୟ ପରାଜିତ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe