ଆପଣଙ୍କ ଆଧାର ତଥ୍ୟ ଲିକ୍‌ ହୋଇନାହିଁ ତ?

Advertisment

ଆଧାର ତଥ୍ୟ ଲିକ୍‌ କାହିଁକି ଏକ ବଡ଼ ସମସ୍ୟା?

ଆଧାର ତଥ୍ୟ ଲିକ୍‌ କାହିଁକି ଏକ ବଡ଼ ସମସ୍ୟା?

ଆପଣଙ୍କ ଆଧାର ତଥ୍ୟ ଲିକ୍‌ ହୋଇନାହିଁ ତ?

ମାତ୍ର ୫୦୦ ଟଙ୍କାରେ ଆଧାର ଡାଟା ଲିକ୍‌ ହେବା ପ୍ରସଙ୍ଗରେ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (UIDAI) ବର୍ତ୍ତମାନ ପୁଣିଥରେ ସମସ୍ୟାରେ ପଡ଼ିଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ୟୁଆଇଡିଏଆଇ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ବିରୋଧରେ ମାମଲା ରଜ୍ଜୁ କରିଛି। ତେବେ ଆଧାର ତଥ୍ୟ ଲିକ୍‌ (ତଥ୍ୟ ପ୍ରଘଟ) ହେଉଥିବା ପ୍ରକରଣ ଉପରେ ନିୟନ୍ତ୍ରଣ ନହେବା ଚିନ୍ତାର ବିଷୟ ମଧ୍ୟ ହୋଇପାରେ। ଆଧାର ସହ ଜଡ଼ିତ ବିଭିନ୍ନ ଦିଗ ସଂପର୍କରେ ଜାଣନ୍ତୁ।

publive-image

publive-image

ଆଧାର ତଥ୍ୟ ଲିକ୍‌, ଏକ ଭୟଙ୍କର ପ୍ରଭାବ ପଡ଼ିପାରେ!

  • ୯ ବର୍ଷ ତଳେ ଦେଶରେ ଆଧାର କାର୍ଡ ଲଞ୍ଚ୍‌ କରାଯାଇଥିଲା
  • ୧୧୯ କୋଟି ଲୋକ ପଞ୍ଜିକୃତ ହୋଇଛନ୍ତି ଆଧାରରେ
  • ୮୭୯୪ କୋଟି ଟଙ୍କା ଏହି ପ୍ରକ୍ରିୟା ପାଇଁ ଖର୍ଚ୍ଚ ହୋଇଛି
  • ୧୮ ବର୍ଷରୁ ଊର୍ଦ୍ଧ୍ୱ ୯୯ ପ୍ରତିଶତ ଭାରତୀୟଙ୍କ ପାଖରେ ଅଛି ଆଧାର ନମ୍ବର
  • ୧୦୦ରୁ ଉର୍ଦ୍ଧ୍ୱ ସେବା ପାଇଁ ବର୍ତ୍ତମାନ ଆଧାର ନମ୍ବର ଦରକାର। ମାର୍ଚ୍ଚ ୨୦୧୮ ସୁଦ୍ଧା ୨୫୨ଟି ସେବା ସହ ୨୧ଟି ଜନମଙ୍ଗଳ ଯୋଜନାରେ ବି ଦରକାର ପଡ଼ିବ
  • ୫୦,୦୦୦ ଏଜେଣ୍ଟ୍‌ସ ଗାଇଡ୍‌ଲାଇନ୍‌ ଉଲଂଘନ କରିବା ପାଇଁ ନିଲମ୍ବିତ ହୋଇଛନ୍ତି
  • ୨୧୦ଟି ତଥ୍ୟ ଲିକ୍‌ ହୋଇଛି ନଭେମ୍ବର ୨୦୧୭ ସୁଦ୍ଧା
  • ୩୦ଟି ମାମଲା ଆଧାର ଆଇନ ଉଲଙ୍ଘନ ଯୋଗୁଁ ରୁଜ୍ଜୁ ହୋଇଛି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe