ବିଶ୍ୱରେ ସବୁଠାରୁ ମୂଲ୍ୟବାନ୍‌ ଜିନ୍‌ସ : ଗୋଟିଏ ଜିନ୍‌ସର ମୂଲ୍ୟ ପ୍ରାୟ ବାର ଲକ୍ଷ ଟଙ୍କା

Advertisment
ବିଶ୍ୱରେ ସବୁଠାରୁ ମୂଲ୍ୟବାନ୍‌ ଜିନ୍‌ସ : ଗୋଟିଏ ଜିନ୍‌ସର ମୂଲ୍ୟ ପ୍ରାୟ ବାର ଲକ୍ଷ ଟଙ୍କା

alaintruong.com

‘ଲିଭାଇସ୍‌’ ପାଇଁ ଡିଜାଇନର‌୍‌ ଦାମିଏନ୍‌ ହିର୍ସ‌୍‌ ଡିଜାଇନ୍‌ କରିଥିବା ରଙ୍ଗିନ ଜିନ୍‌ସ ବିଶ୍ବରେ ସବୁଠାରୁ ମୂଲ୍ୟବାନ୍‌। ‘ସ୍ପିନ୍‌’ ଭାବେ ନାମିତ ଗୋଟିଏ ଜିନ୍‌ସର ମୂଲ୍ୟ ପ୍ରାୟ ବାର ଲକ୍ଷ ଟଙ୍କା। ଉଲ୍ଲେଖନୀୟ ଯେ, ଏଥିରେ କୌଣସି ମୂଲ୍ୟବାନ୍‌ ଧାତୁ ବା ପ୍ରସ୍ତର ଖଞ୍ଜା ଯାଇନାହିଁ। ରଙ୍ଗିନ କାର୍ପାସ ବସ୍ତ୍ରରେ ହିଁ ତିଆରି। ତା’ ହେଲେ ଏତେ ଦୁର୍ମୂଲ୍ୟ କାହିଁକି?

publive-image hypebeast.com

ପଇସାବାଲା ବଦଖର୍ଚ୍ଚୀ ସେଲିବ୍ରିଟିଙ୍କୁ ଆକର୍ଷିତ କରିବା ପାଇଁ ଏ ପରି ମାତ୍ର ଆଠଟି ଜିନ୍‌ସ ବଜାରରେ ଛଡ଼ାଯାଇଥିଲା। ଆଉ ବିକ୍ରି ପୂର୍ବରୁ ଜୋର୍‌ ପ୍ରଚାର କରାଯାଇଥିଲା। ସବୁତକ ଦୁଇ ଦିନ ଭିତରେ ବିକ୍ରି ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe