ସୋସିଆଲ୍‌ ମିଡିଆରେ ଛାଇଲା ବିରାଟଙ୍କ ପ୍ରତିକ୍ରିୟାକୁ ମ୍ୟାଚ୍‌ କରି ଇମୋଜି, ଭିନ୍ନ ପ୍ରତିକ୍ରିୟାର ଅବିକଳ ଇମୋଜି

(Photo Credit : Times Now)

ମୁମ୍ବାଇ: ଏଥିରେ ସନ୍ଦେହ ନାହିଁ ଯେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଜଣେ ଦାମୀ ଖେଳାଳି। ବିରାଟଙ୍କୁ ନେଇ ଅନେକ ସମୟରେ ଫ୍ୟାନ୍ସମାନେ ବିଭିନ୍ନ ପ୍ରକାରର ମଜାଦାର୍‌ ମେମେ କରିଥାନ୍ତି। ପୂର୍ବରୁ ଅନେକ ଥର ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି ବିରାଟ। ବିଶେଷ କରି ବିଶ୍ୱକପ୍‌ ମ୍ୟାଚ୍‌ରେ ପରାଜିତ ହୋଇ ଆସିବା ପରେ ବିରାଟଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।

publive-image (Photo Credit : Times Now)

publive-image (Photo Credit : Times Now)

publive-image (Photo Credit : Times Now)

ବିରାଟଙ୍କ ହସ, ଭାବପ୍ରବଣତା, ବାବୁକପଣ, ଶୁଖିଲାମୁହଁ ଆଦି ବେଳର ଅନେକ ଫଟୋରେ ଇମୋଜି ଯୋଡ଼ା ହୋଇ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଫଟୋଗୁଡ଼ିକ ଦେଖିବା ପରେ ଆପଣ ଅନୁଭବ କରିବେ ଯେ ବିରାଟଙ୍କ ଠାରୁ ଅଧିକ ଅର୍ଥପୂର୍ଣ୍ଣ ପ୍ରତିକ୍ରିୟା ବୋଧେ ଆଉ କେହି ଦେଇପାରି ନଥାନ୍ତେ।

publive-image (Photo Credit : Times Now)

publive-image (Photo Credit : Times Now)

publive-image (Photo Credit : Times Now)

ତାଙ୍କର କିଛି ଫଟୋ ତଳେ କିଛି କିଛି କ୍ୟାପ୍‌ସନ ମଧ୍ୟ ଲେଖାଯାଇଛି। କିପରି ଘଟଣା ଘଟିଲେ ବିରାଟଙ୍କ କିପରି ପ୍ରତିକ୍ରିୟା ହେବ ତାହା ସବୁ ଫଟୋ ତଳେ ଦେଖିବାକୁ ମିଳିଛି।

publive-image (Photo Credit : Times Now)

publive-image (Photo Credit : Times Now)

publive-image (Photo Credit : Times Now)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe