ଜାତୀୟ କାନୋସ୍ପ୍ରିଣ୍ଟରେ ଓଡ଼ିଶାକୁ ୧୧ ପଦକ

ଜାତୀୟ କାନୋସ୍ପ୍ରିଣ୍ଟରେ ଓଡ଼ିଶାକୁ ୧୧ ପଦକ

କଟକ: ଉତ୍ତରାଖଣ୍ତର ରୁଦ୍ରପୁରଠାରେ ଆୟୋଜିତ ହୋଇଥିବା ୩୩ତମ ଜାତୀୟ ବରିଷ୍ଠ କାନୋସ୍ପ୍ରିଣ୍ଟ ପ୍ରତିଯୋଗିତାରେ ଓଡ଼ିଶାକୁ ୧୧ଟି ପଦକ ମିଳିଛି। ଏଥିମଧ୍ୟରେ ୭ ରୌପ୍ୟ ଓ ୪ କା˚ସ୍ୟ ସାମିଲ ରହିଛି। ସଚିମା କେର୍କେଟା, ନିହାଦେବୀ, ମଧୁସ୍ମିତା ନାୟକ, ରଶ୍ମିତା ସାହୁଙ୍କ ଯୋଡ଼ି, ଫୁଲମଣି ଏକ୍କା, ବିଦ୍ୟା ଦେବୀ, ସୂଚୀ ଚଗୁଲି, ରୋଜି ଦେବୀଙ୍କ ଯୋଡ଼ି, ସଚିମା କେର୍କେଟା, ରଶ୍ମିତା ସାହୁଙ୍କ ଯୋଡ଼ିକୁ ରୌପ୍ୟ ପଦକ ମିଳିଥିଲା ବେଳେ ସତ୍ୟବାଲ୍ୟାନ୍‌, ସୂରଜ, ରାହୁଲ ସି˚ହ, ପ୍ରସାଦ ସାହୁ, ସତ୍ୟବାଲାନ, ସୁରଜ ବିଜଲ କା˚ସ୍ୟ ପଦକ ପାଇଛନ୍ତି। ସେହିପରି ଆର‌୍‌ସି ଦେବୀ, ନିହା ଦେବୀ, ସଚିମା କେର୍କେଟା, ରଶ୍ମିତା ସାହୁଙ୍କ ଯୋଡ଼ି, ଫୁଲମଣି ଏକ୍କା, ବିଦ୍ୟା ଦେବୀ, ସୂତୀ ଚଗୁଲି, ରୋଜି ଦେବୀଙ୍କ ଯୋଡ଼ିକୁ କା˚ସ୍ୟ ପଦକ, ସଚିମା କେର୍କେଟା, ରଶ୍ମିତା ସାହୁଙ୍କୁ ରୌପ୍ୟ ପଦକ, ଆର‌୍‌ସି ଦେବୀ, ନିହା ଦେବୀ, ସଚିମା କେର୍କେଟା, ରଶ୍ମିତା ସାହୁଙ୍କ ଯୋଡ଼ି, ଟି.ଗାସେପମ୍‌, ରାହୁଲ ସି˚ହ, ଟି ଗାସେପମ୍‌ଙ୍କ ଯୋଡ଼ି ରୌପ୍ୟ ପଦକ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe