ଟେଷ୍ଟ୍‌ କ୍ରିକେଟ୍‌ର ୧୫୦ ବର୍ଷ ପୂର୍ତ୍ତି: ମେଲ୍‌ବର୍ଣ୍ଣରେ ଦିବାରାତ୍ର ଟେଷ୍ଟ୍‌ ଖେଳିବେ ଅଷ୍ଟ୍ରେଲିଆ-ଇଂଲଣ୍ଡ୍‌

Advertisment

ଟେଷ୍ଟ୍‌ କ୍ରିକେଟ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ୨୦୨୭ ମାର୍ଚ୍ଚ ୧୧ରୁ ୧୫ ପର୍ଯ୍ୟନ୍ତ ଦିବା-ରାତ୍ର ଭିତ୍ତିରେ ଖେଳାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ...

ggdgcvfv

ମେଲ୍‌ବର୍ଣ୍ଣ: ଟେଷ୍ଟ୍‌ କ୍ରିକେଟ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ୨୦୨୭ ମାର୍ଚ୍ଚ ୧୧ରୁ ୧୫ ପର୍ଯ୍ୟନ୍ତ ଦିବା-ରାତ୍ର ଭିତ୍ତିରେ ଖେଳାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ମଙ୍ଗଳବାର ପ୍ରକାଶ କରିଛି। ଏମ୍‌ସିଜିରେ ୧୮୭୭ରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଏହାର ଶତକୀୟ ପୂର୍ତ୍ତ ଅବସରରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ମଧ୍ୟ ସେହି ଏମ୍‌ସିଜି‌ରେ ଆୟୋଜିତ ହୋଇଥିଲା। ଉଭୟ ମ୍ୟାଚ୍‌କୁ ଆୟୋଜକ ଦଳ ୪୫ ରନ୍‌ରେ ଜିତିଥିଲା। ତେବେ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଖେଳାଯିବାକୁ ଥିବା ସ୍ବତନ୍ତ୍ର ମ୍ୟାଚ୍ ମଧ୍ୟ ଫ୍ଲଡ୍ ଲାଇଟ୍‌ରେ ଖେଳାଯିବାକୁ ସ୍ଥିର ହୋଇଥିଲା ବେଳେ ୧ଲକ୍ଷ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe