ଭୁବନେଶ୍ବର: ଦୁବାଇର ଅଲ୍-ଅହଲି ସ୍ପୋର୍ଟ୍ସ ହଲ୍ରେ ମଙ୍ଗଳବାରଠାରୁ ଦ୍ବିତୀୟ ଫାଜା ଦୁବାଇ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଆରମ୍ଭ ହେବ। ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତରୁ ୩୮ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ଭାରତୀୟ ଦଳରେ ଓଡ଼ିଶାରୁ ୩ ଜଣ ପ୍ରମୋଦ ଭଗତ, ଦିଲେଶ୍ବର ରାଓ ଓ ଦୀପରଂଜନ ବିଶୋଇ ସ୍ଥାନ ପାଇଛନ୍ତି। ଏଥିରେ ବିଭିନ୍ନ ଦେଶରୁ ମୋଟ ୨୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us