ସୂର୍ଯ୍ୟକୁମାର, ହାରିସ ରାଉଫଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

Advertisment

ଏସିଆ କପରେ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି । ଆଇସିସି ପକ୍ଷରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନୀ ବୋଲର ହ୍ୟାରିସ୍ ରାଉଫଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନିଆଯାଇଛି ।

ଏସିଆ କପରେ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି । ଆଇସିସି ପକ୍ଷରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନୀ ବୋଲର ହ୍ୟାରିସ୍ ରାଉଫଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନିଆଯାଇଛି ।

sky

ଦୁବାଇ : ଏସିଆ କପରେ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି । ଆଇସିସି ପକ୍ଷରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନୀ ବୋଲର ହ୍ୟାରିସ୍ ରାଉଫଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନିଆଯାଇଛି । ଉଭୟଙ୍କ ମ୍ୟାଚ ଫିର ୩୦% କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନଙ୍କୁ ଚେତାବନୀ ଦେଇ ଛାଡ଼ିଦିଆଯାଇଛି ।

ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ ସୂର୍ଯ୍ୟକୁମାର ଯାଦବଙ୍କ ମାମଲାର ଶୁଣାଣି କରିଥିଲେ। ବିସିସିଆଇ ସିଓଓ ହେମାଙ୍ଗ ଅମିନ ଏବଂ କ୍ରିକେଟ୍ ଅପରେସନ୍ସ ମ୍ୟାନେଜର ସୁମିତ ମଲ୍ଲପୁରକର ମଧ୍ୟ ସୂର୍ଯ୍ୟକୁମାରଙ୍କ ସହିତ ଉପସ୍ଥିତ ଥିଲେ। ତାଙ୍କୁ ଆନୁଷ୍ଠାନିକ ଭାବରେ ଚେତାବନୀ ଦିଆଯାଇଛି। 

ସେପ୍ଟେମ୍ବର ୧୪ ତାରିଖରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ବିଜୟ ପରେ, ସୂର୍ଯ୍ୟକୁମାର ଯାଦବ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ଏକତା ପ୍ରକାଶ କରି ଏହି ମନ୍ତବ୍ୟକୁ ଅପରେସନ ସିନ୍ଦୂରରେ ସାମିଲ ଥିବା ଭାରତୀୟ ସଶସ୍ତ୍ର ବାହିନୀଙ୍କୁ ଉତ୍ସର୍ଗ କରିଥିଲେ। ପିସିବି ଏହାର କଡ଼ା ବିରୋଧ କରି କହିଥିଲା ଯେ ସୂର୍ଯ୍ୟକୁମାର ଯାଦବଙ୍କ ମନ୍ତବ୍ୟ ରାଜନୈତିକ ଭାବରେ ପ୍ରେରିତ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe