ପରାଜୟ ପରେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ କୀର୍ତ୍ତନରେ ପହଞ୍ଚିଲେ, ଭିଡିଓ ଭାଇରାଲ

Advertisment

ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ କୀର୍ତ୍ତନରେ ନଜର ଆସିଥିଲେ। ମୁମ୍ବାଇରେ କୃଷ୍ଣ ଦାସ କୀର୍ତ୍ତନ କାର୍ଯ୍ୟକ୍ରମରେ ଉଭ‌ୟେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...

2mznnpaiw0

ମୁମ୍ବାଇ:  ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ  ୮ ୱିକେଟ୍‌ରେ ପରାଜିତ ହେବା ପରେ ଟିମ୍ ଇଣ୍ଡିଆର ସମସ୍ୟା ବୃଦ୍ଧି ପାଇଛି। ଭାରତୀୟ ଦଳର ଏହି ପରାଜୟ ପରେ ଦଳକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ପହଞ୍ଚିବାକୁ ସଂଘର୍ଷ କରିବାକୁ ପଡିପାରେ ବୋଲି କୁହାଯାଉଛି। ଅବଶିଷ୍ଟ ସାତୋଟି ମ୍ୟାଚ୍‌ରେ ସେଥିପାଇଁ ଭାରତୀୟ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ କୀର୍ତ୍ତନରେ ନଜର ଆସିଥିଲେ। ମୁମ୍ବାଇରେ କୃଷ୍ଣ ଦାସ କୀର୍ତ୍ତନ କାର୍ଯ୍ୟକ୍ରମରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅଂଶଗ୍ରହଣ କରିଥିଲେ।

ଖେଳାଳିମାନେ ଦ୍ୱିତୀୟ ଇନିଂସରେ ୪୬୨ ରନ୍ ସ୍କୋର କରିଥିଲେ। ଅନେକ ଖେଳାଳି ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ।  ସେଥିରେ ବିରାଟଙ୍କ ୭୦ ରନ୍, ସରଫରାଜ ଖାନଙ୍କ ଧୂଆଁଧାର ୧୫୦ ରନ୍ ଏବଂ ଋଷଭ ପନ୍ତଙ୍କ ୯୯ ରନ୍ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe