ସର୍ବଭାରତୀୟ ଅନ୍ତଃଆଞ୍ଚଳିକ ମହିଳା ହକି ଆରମ୍ଭ

Advertisment
ସର୍ବଭାରତୀୟ ଅନ୍ତଃଆଞ୍ଚଳିକ ମହିଳା ହକି ଆରମ୍ଭ

ଭୁବନେଶ୍ବର: ସ୍ଥାନୀୟ କିଟ୍‌ ହକି ଷ୍ଟାଡିୟମରେ ମଙ୍ଗଳବାର ସର୍ବଭାରତୀୟ ଅନ୍ତଃଆଞ୍ଚଳିକ ହକି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୩ ଦଳ ଅଂଶଗ୍ରହଣ କରିଛନ୍ତି। ୪୦୦ ବାଳିକା ଏହି ଦଳଗୁଡ଼ିକରୁ ପ୍ରତିନିଧିତ୍ବ କରିବେ। ଅତିଥି ଭାବେ କୋଲ୍‌କାତା ସାଇ ଏନ୍ଏସ୍‌ଇସିର ଆଞ୍ଚଳିକ ନିର୍ଦେଶକ ମନମୀତ ସିଂହ ଗୋଇନ୍ଦି, ଏମ୍‌କେ କୌଶିକ, ଏନ୍‌ ସାଇନି ଏବଂ କିଟ୍‌ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ ଯୋଗଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଖେଳାଳିମାନଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe