ଭୁବନେଶ୍ବର: କସନୋଭ ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ତାରକା ଦୂତି ଚାନ୍ଦ ଆଉ ଏକ ପଦକ ଜିତିଛନ୍ତି। ମହିଳା ୨୦୦ ମିଟରରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ଜିତିଛନ୍ତି ସେ। ଏହି ବର୍ଗରେ ତାଙ୍କ ଟାଇମିଂ ଥିଲା ୨୩.୬୦ ସେକେଣ୍ଡ। ଏହା ପୂର୍ବରୁ ଦୂତି ମହିଳା ୧୦୦ ମିଟର ଏବଂ ୪ ଗୁଣା ୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ।
କସୋନୋଭ ଦୌଡ଼କୁଦରେ ଦୂତିଙ୍କୁ ଆଉ ଏକ ପଦକ
Advertisment
Follow Us