ଅନୁପମାଙ୍କୁ ରୌପ୍ୟ

ଜାତୀୟ କରା‌ଟେ

ଅନୁପମାଙ୍କୁ ରୌପ୍ୟ

ଭୁବନେଶ୍ବର: ଦିଲ୍ଲୀର ତାଲ୍‌କୋଟରା ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ବୁଧବାର ଓଡ଼ିଶା ପାଇଁ ଅନୁପମା ସ୍ବାଇଁ ରୌପ୍ୟ ପଦକ ଜିତିଛନ୍ତି। ବରିଷ୍ଠ ବର୍ଗରେ ଅନୁପମା ୫୫ କେଜି ମହିଳା ଫାଇଟ୍‌ରେ ୫-୭ରେ ହାରି ଦ୍ବିତୀୟ ସ୍ଥାନରେ ରହିଥିଲେ। ଅନୁପମାଙ୍କ ସଫଳତା ପାଇଁ ରାଜ୍ୟ କରାଟେ ସଂଘ ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe