ଦୂତି, ଅନୁରାଧା ଅତିଥି

Advertisment
ଦୂତି, ଅନୁରାଧା ଅତିଥି

ମଙ୍ଗଳବାରର ଦୁଇଟି ମ୍ୟାଚ୍‌ରେ ରାଜ୍ୟର ଦୁଇ ଅଲିମ୍ପିଆନ୍‌ ଧାବିକା ଦୂତି ଚାନ୍ଦ ଏବଂ ଅନୁରାଧା ବିଶ୍ୱାଳ ଅତିଥି ହୋଇଥିଲେ। ଅନୁରାଧା ଆର୍ଜେଣ୍ଟିନା-ସ୍ପେନ୍‌ ମ୍ୟାଚ୍‌ରେ ସ୍ୱତନ୍ତ୍ର ଅତିଥି ହୋଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି ବେଲ୍‌ଜିୟମ-ନେଦରଲାଣ୍ଡ୍‌ ମ୍ୟାଚ୍‌ରେ ଦୂତି ଅତିଥି ଭାବେ ପଡ଼ିଆ ଭିତରକୁ ଯାଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଉଭୟଙ୍କୁ କଳିଙ୍ଗ ଦର୍ଶକ ଜୋରଦାର କରତାଳି ଦେଇ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe