ଅନ୍‌ଲାଇନ୍‌ ଟାଏକୋଣ୍ଡୋରେ ଆର୍ଯ୍ୟାନ୍‌ଙ୍କୁ ରୌପ୍ୟ

Advertisment
ଅନ୍‌ଲାଇନ୍‌ ଟାଏକୋଣ୍ଡୋରେ ଆର୍ଯ୍ୟାନ୍‌ଙ୍କୁ ରୌପ୍ୟ

କଟକ: ଗତ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଜେନ୍‌ ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ଅନ୍‌ଲାଇନ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ କଟକର ଆର୍ଯ୍ୟାନ ଚୌଧୁରୀ କୃତିତ୍ବ ଅର୍ଜନ କରିଛନ୍ତି। ସେ ପୁମ୍‌ସେ ବିଭାଗରେ ଭାଗନେଇ ରୌପ୍ୟ ପଦକ ଜିତିଛନ୍ତି। ପ୍ରଥମଥର ପାଇଁ ଏଭଳି ଅନ୍‌ଲାଇନ୍‌ ପ୍ରତିଯୋଗିତା ଆୟୋଜନ ହୋଇଥିବାବେଳେ ଆର୍ଯ୍ୟନଙ୍କ ସଫଳତା ପାଇଁ ପ୍ରଶିକ୍ଷକ ଶ୍ରୀକାନ୍ତ ପରିଡ଼ା, କଟକ ଟାଏକୋଣ୍ଡୋ ସଂଘ ସଭାପତି ନିସାର ଅହମ୍ମଦ ଓ ସମ୍ପାଦକ ପ୍ରହଲ୍ଲାଦ ଶାହା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe