ଏସିଆ କପ୍‌ ହକି: ଭାରତ ଠାରୁ ୭-୦ରେ ବାଂଲାଦେଶ ପରାସ୍ତ

ଏସିଆ କପ୍‌ ହକି: ଭାରତ ଠାରୁ ୭-୦ରେ ବାଂଲାଦେଶ ପରାସ୍ତ

ଢାକା: ଭାରତୀୟ ହକି ଟିମ୍‌କୁ ଶୁକ୍ରବାର ଆଉ ଏକ ସଫଳତା ମିଳିଛି। ବାଂଲାଦେଶର ରାଜଧାନୀ ଢାକାରେ ଅନୁଷ୍ଠିତ ପୁରୁଷ ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ବାଲାଂଦେଶକୁ ୭-୦ ଗୋଲରେ ଭାରତ ପରାସ୍ତ କରିଛି। ଭାରତ ପୂର୍ବରୁ ନିଜର ପ୍ରଥମ ମ୍ୟାଚରେ ଜାପାନକୁ ୫-୧ଗୋଲରେ ପରାସ୍ତ କରିଥିଲା। ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚର ପ୍ରଥମ କ୍ୱାଟରରେ ଭାରତ ୫ଟି ଗୋଲ ଦେଇଥିବା ବେଳେ, ଶେଷ କ୍ୱାଟରରେ ୨ଟି ଗୋଲ ଦେଇଥିଲା।

ଗୁରଜନ୍ତ ସିଂହ(୭ମିନିଟ), ଅକ୍ଷରଦ୍ୱୀପ ସିଂହ(୧୦ମିନିଟ), ଲଲିତ ଉପାଧ୍ୟାୟ(୧୩ମିନିଟ), ଅମିତ ରୋହିଦାସ(୨୦ ମିନିଟ), ହରମନପ୍ରୀତ ସିଂହ (୨୮ ଓ ୪୭ମିନିଟ) ଓ ରମଣଦୀପ ସିଂହ(୪୬ମିନଟି)ରେ ଗୋଲ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe