ଏସୀୟ ଯୁବ ମୁଷ୍ଟିଯୁଦ୍ଧ: ଭାରତକୁ ୬ ପଦକ

Advertisment
ଇରାନ୍‌ ମୁଷ୍ଟିଯୁଦ୍ଧରେ ଭାରତକୁ ୫ ପଦକ ନିଶ୍ଚିତ

ବ୍ୟାଙ୍କକ୍‌: ଏଠାରେ ଚାଲିଥିବା ଏସୀୟ ଯୁବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଶୁକ୍ରବାର ଭାରତ ୩ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ସହିତ ମୋଟ ୬ ପଦକ ହାସଲ କରିନେଇଛି। ବିଶ୍ୱ ବିଜୟିନୀ ନିତୁ ଘନ୍‌ଘାସ୍‌ (୪୮ କେଜି), ମନୀଷା (୬୪ କେଜି) ଏବଂ ଲଳିତା (୬୯ କେଜି) ସ୍ୱର୍ଣ୍ଣ ପଦକ ଜିତିବା ସାଙ୍ଗକୁ ଅକ୍ଟୋବର ମାସରେ ଆର୍ଜେଣ୍ଟିନାରେ ଆୟୋଜିତ ଯୁବ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଏକମାତ୍ର ପୁରୁଷ ତାରକା ଅଙ୍କିତ ଖତାନା (୬୦ କେଜି), ଅନାମିକା (୫୧ କେଜି) ଏବଂ ସାକ୍ଷୀ (୮୧ କେଜି) ନିଜ ନିଜ ଫାଇନାଲ୍‌ ମୁକାବିଲା ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe