ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଅଷ୍ଟନଙ୍କ ନାକ ଫାଟିଲା

Advertisment
ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଅଷ୍ଟନଙ୍କ  ନାକ ଫାଟିଲା

ଆଡିଲେଡ୍: ଦକ୍ଷିଣ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ବେଳେ ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଅଷ୍ଟନ ଅଗରଙ୍କ ନାକ ଫାଟି ଯାଇଛି। ମାର୍ସ ଦିନିକିଆ କପ୍‌ରେ ପଶ୍ଚିମ ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରୁଥିଲା ବେଳେ ଏଭଳି ଅଘଟଣ ଘଟିଥିଲା। କାରେନ୍ ରଲଟନ୍ ଓଭାଲଠାରେ ନିଜ ସାନ ଭାଇ ୱେସ୍ ଅଗରଙ୍କ କ୍ୟାଚ୍ ଧରୁଥିଲା ବେଳେ ବଲ୍ ଅଷ୍ଟନଙ୍କ ହାତରୁ ଖସି ନାକରେ ବାଜିଥିଲା। ଫଳରେ ନାକ ଫାଟି ଯାଇ ଧାର ଧାର ରକ୍ତ ବାହାରିଥିଲା। ତାଙ୍କର ପ୍ଲାଷ୍ଟିକ୍ ସର୍ଜରି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe