କରଂଜିଆ ଗୋଲେଇ: କଟକର ରାଇଜିଂ ଷ୍ଟୁଡେଣ୍ଟ୍ ଦଳ ସର୍ବଭାରତୀୟ ଆଜାଦ୍ ଚ୍ୟାଲେଞ୍ଜ କପ୍ କ୍ରିକେଟ୍ ପ୍ରତିଯୋଗିତାର ବିଜେତା ହୋଇଛି। ରବିବାର ଫାଇନାଲ୍ରେ ଏହି ଦଳ ୨୫ ରନ୍ରେ ରାଞ୍ଚି ରେଳବାଇ ଦଳକୁ ପରାସ୍ତ କରିଥିଲା। ରୋସନ ରାଓ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଆଜାଦ୍ ଚ୍ୟାଲେଞ୍ଜ କପ୍ ଜିତିଲା ରାଇଜିଂ ଷ୍ଟୁଡେଣ୍ଟ୍
Advertisment
Follow Us