ଆର୍ଥିକ ସଂକଟରେ ବ୍ୟାଡ୍‌ମିଣ୍ଟନ୍‌

Advertisment
ଆର୍ଥିକ ସଂକଟରେ ବ୍ୟାଡ୍‌ମିଣ୍ଟନ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଗସ୍ତ ଲାଗି କିଛି ପ୍ରମୁଖ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ‌ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ଜାତୀୟ ବିଜେତା ସୌରଭ ବର୍ମା ଏବଂ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ପୁରୁପଲ୍ଲୀ କାଶ୍ୟପ ଅଛନ୍ତି। ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘର ଅଯଥା ନିୟମ ଯୋଗୁଁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିୟମ ଅନୁସାରେ କେବଳ ବିଶ୍ବମାନ୍ୟତ‌ାରେ ଶ୍ରେଷ୍ଠ ୨୫ ଜଣ ବାଇ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧୀକାରଣ (ସାଇ)ଠୁ ଆର୍ଥିକ ସହାୟତା ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe