ଢାକା: ପ୍ରଶଂସକଙ୍କ ସହ ମାରପିଟ କରିବା ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ସବିର ରେହମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏଥିଲାଗି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସବିରଙ୍କୁ ବିସିବି ତା’ ବାର୍ଷିକ ଚୁକ୍ତିରୁ ବାଦ୍ ଦେଇଛି। ନିଜ ଊଶୃଙ୍ଖଳିତ ଆଚରଣ ପାଇଁ ବଦନାମ ସବିର ରାଜସାହିଠାରେ ଖେଳା ଯାଇଥିବା ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍ ଅବସରରେ ଜଣେ ପ୍ରଶଂସକଙ୍କ ଉପରକୁ ହାତ ଉଠାଇଥିଲେ।
ପ୍ରଶଂସକଙ୍କୁ ପିଟିବା ମହଙ୍ଗା ପଡ଼ିଲା
Advertisment
Follow Us