ବିସିରଏ ଟ୍ରଫିରେ ଓଡ଼ିଶା ପରାସ୍ତ

Advertisment
ମା’ ଭୈରବୀ କପ୍‌ ଫୁଟବଲ ସେମିରେ ସଂଘର୍ଷ କ୍ଲବ୍‌

କଟକ: ପଞ୍ଜାବର ହୋସିଆର୍‌ପୁରସ୍ଥିତ ଏସ୍‌ବିଏସ୍‌ ସ୍ପୋର୍ଟ୍ସ ଷ୍ଟାଡିୟମରେ ଖେଳାଯାଇଥିବା ବିସି ରଏ ଟ୍ରଫି ଜାତୀୟ କନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀଠାରୁ ପରାସ୍ତ ହୋଇଛି। ଏହି ମ୍ୟାଚ୍‌କୁ ଦିଲ୍ଲୀ ୩-୦ ଗୋଲ୍‌ରେ ଜିତିଯାଇଥିଲା। ପୂର୍ବରୁ ଓଡ଼ିଶା ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଗୋଆକୁ ୨-୦ ଗୋଲରେ ହରାଇଥିଲା। ଆସନ୍ତା ୧୦ ତାରିଖରେ ଓଡ଼ିଶା ଶେଷ ମ୍ୟାଚ୍‌ରେ କେରଳକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe