ଅହମ୍ମଦଦାବାଦ: ବେଙ୍ଗଲ ୱାରିୟର୍ସ ୩୯-୩୪ ପଏଣ୍ଟରେ ଦବଙ୍ଗ ଦିଲ୍ଲୀକୁ ହରାଇ ପ୍ରଥମ ଥର ପାଇଁ ପ୍ରୋ-କବାଡ଼ି ଲିଗ୍ ଟ୍ରଫି ଜିତି ନେଇଛି। ଉଭୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲେ। ୟୁପି ଯୋଦ୍ଧାର ସୁମିତ ଶ୍ରେଷ୍ଠ ଯୁବ ଖେଳାଳି, ବେଙ୍ଗାଲୁରୁ ବୁଲ୍ସର ପବନ ଶେରାୱତ ଶ୍ରେଷ୍ଠ ରେଡର, ୟୁ ମୁମ୍ବାର ଫଜିଲ ଆତ୍ରାଚଲି ଶ୍ରେଷ୍ଠ ରକ୍ଷଣଭାଗ, ଦବଙ୍ଗ ଦିଲ୍ଲୀର ନବୀନ କୁମାର ସବୁଠାରୁ ମୁଲ୍ୟବାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ନବୀନ ମଧ୍ୟ ମ୍ୟାଚର ଶ୍ରେଷ୍ଠ ରେଡର ପୁରସ୍କାର ଲାଭ କରିଥିଲେ।
ପ୍ରଥମ ଥର ପ୍ରୋ-କବାଡ଼ି ଜିତିଲା ବେଙ୍ଗଲ ୱାରିୟର୍ସ
Advertisment
Follow Us