ଭୁବନେଶ୍ୱର: ଭୁବନେଶ୍ୱର ଚେସ୍ ସଂଘ ଆନୁକୂଲ୍ୟରେ ୩୧ତମ ଭୁବନେଶ୍ୱର ଚେସ୍ ପ୍ରତିଯୋଗିତା ଆସନ୍ତା ୧୩ ଏବଂ ୧୪ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଇଛୁକ ଖେଳାଳିମାନେ ସମ୍ପାଦକ ଅରାତି ବିଜୟ ମହାନ୍ତି (୯୪୩୭୭୬୩୮୦୪) ଏବଂ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ (୯୯୩୮୩ ୧୮୭୮୭)ଙ୍କୁ ୧୧ ତାରିଖ ମଧ୍ୟରେ ଯୋଗଯୋଗ କରିବାକୁ କୁହାଯାଇଛି।
ଭୁବନେଶ୍ୱର ଓପନ୍ ଚେସ୍ ୧୩ରୁ
Advertisment
Follow Us