ଫୁଲବାଣୀ: ସ୍ଥାନୀୟ କୋରେନସନ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ୨୯ ଜିଲ୍ଲାରୁ ପ୍ରାୟ ୪୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ୧୭ ବର୍ଷରୁ କମ୍ ବାଳକ ଫାଇନାଲ୍ରେ ବାଲେଶ୍ବରକୁ ହରାଇ କୋରାପୁଟ ଏବଂ ବାଳିକା ଫାଇନାଲ୍ରେ ନୂଆପଡାକୁ ହରାଇ ଭୁବନେଶ୍ବର ବିଜେତା ହୋଇଥିଲା ବେଳେ ୧୪ ବର୍ଷରୁ କମ୍ ବାଳକରେ କୋରାପୁଟକୁ ହରାଇ ମାଲକାନଗିରି ବିଜେତା ହୋଇଛି।
କୋରାପୁଟ ବାଳକ, ଭୁବନେଶ୍ବର ବାଳିକା ବିଜେତା
Advertisment
Follow Us