ବୋର୍ଡ ସଭାପତି ୨୦୧/୨

‘ବିଶ୍ବକପ୍ ଜିତି ବି ନିଯୁକ୍ତି ବ୍ୟବସ୍ଥାରୁ ବଞ୍ଚିତ’: ପାରାଆଥଲେଟ୍‌ଙ୍କୁ କ୍ୟାଭିର ଦୃଢ଼ ସମର୍ଥନ

ବେଙ୍ଗାଲୁରୁ: ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ‘ଏ’ ଦଳ ବିପକ୍ଷ ପ୍ରଥମ ଟେଷ୍ଟରେ ବୋର୍ଡ ସଭାପତି ବୋର୍ଡ ଏକାଦଶ ଦମ୍‌ଦାର ଆରମ୍ଭ କରିଛି। ଭ୍ରମଣକାରୀ ଦଳ ୪୭୩/୪ରେ ପ୍ରଥମ ପାଳି ଘୋଷଣା କରିବା ପରେ ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ବୋର୍ଡ ସଭାପତି ଏକାଦଶ ୪୫ ଓଭର ଖେଳି ୨ ଓ୍ଵିକେଟ୍‌ ବିନିମୟରେ ୨୦୧ ରନ୍‌ କରିଛି। ଅଭିମନ୍ୟୁ ଈଶ୍ୱରନ୍‌ (୩୩) ଓ ସଞ୍ଜୟ ରାମାସ୍ୱାମୀ (୮୭) ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ଧ୍ରୁବ ସୋରେ (୬୭) ଓ ରିକି ଭୁଇ (୩) ରନ୍‌ରେ ଅପରାଜିତ ରହିଛନ୍ତି। ଇଶ୍ୱରନ୍‌ ଓ ସଞ୍ଜୟ ପ୍ରଥମ ଓ୍ଵିକେଟ୍‌ରେ ୫୯ ରନ୍‌ ଯୋଡ଼ିବା ପରେ ସୋରେଙ୍କୁ ସାଥୀ କରି ସଞ୍ଜୟ ଦ୍ୱିତୀୟ ଓ୍ଵିକେଟ୍‌ରେ ୧୨୨ ରନ୍‌ ଯୋଡ଼ି ଭାରତକୁ ଦୃଢ଼ ସ୍ଥିତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe